Back

ଅଘଟ


  1. Aghaṭa  (ଦେ.ବିଣ.) ଯାହା ଘଟିବା ଅସମ୍ଭବ Improbable.

  2. ଯାହା ଘଟି ନାହିଁ That which has not happened.

  3. ନଅଣ୍ଟ Inadequate; insufficient.

  4. ଅଯୋଗ୍ୟ Unfit.

  5. ବେମେଳ; ଅମେଳ Incongruous.

  6. (ଦେ.ବି.) -  ଅଭାବ Want.

  7. ନଅଣ୍ଟିବା ଅବସ୍ଥା Inadequacy.