Back

ଅଘଟଘଟା

Also : [ ଅଘଟଘଟିଆ ] 




  1. Aghaṭaghatā (ଗ୍ରା.ବିଣ.) ମିଛୁଆ; ମିଥ୍ୟାବାଦୀ Lying; speaking falsehood.

  2. ଅଘଟ ଘଟନା ଘଟିଥିବାର ଯେ କହି ବୁଲେ . (a person) Carrying tales; publishing improbable stories.

  3. ପର ନାମରେ ମିଥ୍ୟା ରଟନାକାରୀ (a person) Spreading false rumours or scandal against other people.




  • ଅଘଟଘଟୀ (ସ୍ତ୍ରୀ)

  • ଅଘଟଘଟେଇ (ସ୍ତ୍ରୀ)