Back

ଅଘଟଘଟେଇବା


  1. Aghaṭaghaṭeibā (ଦେ.କ୍ରି.) ମିଛ ଓ ଅସମ୍ଭବ କଥାକୁ ସତ ବୋଲି କହିବା To carry tales.

  2. ପର ନାମରେ ମିଥ୍ୟା ଦୁର୍ନାମ, କୁତ୍ସାରଟନା କରିବା To defame a person; to spread scandals.