Back

ଅଘଟଣି


  1. Aghaṭaṇi (ଗ୍ରା.ବି.)କୌଣସି ବିଷୟ ସ୍ଥିରୀକୃତ ହୋଇ ନ ଥିବା ଅବସ୍ଥା Non-settlement.

  2. ନ ମିଳିବା; ଅପ୍ରାପ୍ତି Non-attainment; state of not getting a thing.

  3. (ଗ୍ରା.ବି.) - ଅସୁନ୍ଦରୀ Ugly (woman).