Back

ଅଘଟଣା

Also : [ ଅଘଟନା




  1. Aghaṭaṇa (ଦେ.ବିଣ.) ଅସୁନ୍ଦର; କୁତ୍ସିତ; କଦାକାର Ugly; uncomely.

  2. ବେଢଙ୍ଗିଆ Unsymmetrical; awkward.

  3. ଅସଣ୍ଠଣା Unmethodical.

  4. ଅସମ୍ଭବ Improbable.

  5. (ଦେ.ବି.) ବିଡ଼ମ୍ବଣ; ଅଶ୍ରୁତପୂର୍ବ ଘଟନା The happening of an improbable thing.

  6. ଅସମ୍ଭବ ବିଷୟ  Improbable thing.




  • ଅଘଟଣୀ (ସ୍ତ୍ରୀ)