Back

ଅଘଟା


  1. Aghaṭā  (ଦେ.ବିଣ.) ଅଘଟିତ; ଯାହା ଘଟି ନାହିଁ Which has not happened.

  2. ଅସମ୍ଭବ Improbable.

  3. ଯାହା ଘଟି ବା ମଇଳା ହୋଇ ନାହିଁ; ଯହିଁରେ ଘଟା ବା ମଇଳାଦାଗ ଲାଗି ନାହିଁ (ବସ୍ତ୍ର ଇତ୍ୟାଦି) Unsoiled.