Back

ଅଘମର୍ଷଣ


  1. Aghamarshaṇa (ସଂ.ବିଣ.)ପାପନାଶକ Destroying sin; sin-effacing.

  2. ଯେଉଁ କର୍ମ ଦ୍ୱାରା ପାପ ଖଣ୍ଡିତ ହୁଏ Expiatory.

  3. (ସଂ.ବି.) ଭଗବାନ୍; ବିଷ୍ଣୁ God; Bishṇu.

  4. ବିଶ୍ୱାମିତ୍ରାଦି ୧୩  ଜଣ ପ୍ରସିଦ୍ଧ ଋଷିଙ୍କ ମଧ୍ୟରୁ ଏକତମ  Name of a famous Sage.



    [ ଦ୍ର ] ଏ ଋଷି ଅଘମର୍ଷଣ ସୂକ୍ତର ଦ୍ରଷ୍ଟା ଥିଲେ; ଏ ମଧୁଚ୍ଛନ୍ଦସ ଋଷିଙ୍କ ପୁତ୍ର।