Back

ଅଘର


  1. Aghara (ଦେ.ବି.) ହୀନକୂଳ, ନୀଚବଂଶ A low family; a family of low social standing.

  2. ଆପଣାଠାରୁ ନୀଚତର ବଂଶ; ଯେଉଁ ବଂଶ ସହିତ ବିବାହାଦି ସମ୍ପର୍କ ପ୍ରତିଷ୍ଠିତ ହୋଇ ପାରିବ ନାହିଁ A family of lower status.

  3. (ଦେ.ବିଣ.)ଗୃହଶୂନ୍ୟ Homeless.