Back

ଅଘରକରଣା

Also : [ ଅଘରୁଆ ]




  1. Agharakaraṇā (ଦେ.ବି.) ଘରକରଣା ବା ଗୃହସ୍ଥ ଜନୋଚିତ କର୍ମାଦିରେ ଅପଟୁତା Want of skill in house hold management.

  2. (ଦେ.ବିଣ.) ଯେଉଁ ବ୍ୟକ୍ତି ଘରକରଣାରେ ପଟୁ ନୁହେଁ Not skilful in domestic management.

  3. ଯେ ଘରୁଆ ନୁହେଁ; ଯେ ଭଦ୍ରବଂଶଜ ନୁହେଁ Not of noble family; baseborn




  • ଅଘରକରଣୀ (ସ୍ତ୍ରୀ)