Back

ଅଘରିଆ


  1. Aghariā (ଦେ.ବି.) - (ଗୃହହୀନ) ସବାଖିଆ  - କେଳାଙ୍କ ପରି ଯାଯାବର ଜାତିବିଶେଷ A class of wandering tribes.

  2.  (ପ୍ରାଦେ.ବି.) - (ଏମାନେ ପ୍ରଥମେ ଆଗ୍ରା ଅଞ୍ଚଳକୁ ସମ୍ବଲପୁରକୁ ଆସିଥିବାରୁ) ଆଗ୍ରିଜାତି The Āgri caste.



 [ ଦ୍ର ] ଏମାନେ ଦାକ୍ଷିଣାତ୍ୟରୁ ପଶ୍ଚିମାଞ୍ଚଳକୁ ଯାଇ ପଶ୍ଚିମରୁ ସମୟେ ସମୟେ ଓଡ଼ିଶାକୁ ଆସନ୍ତି। ଏମାନେ ପଶୁପକ୍ଷୀ ପାଳନ, ମୃଗୟା ଓ ଭିକ୍ଷା କରନ୍ତି। ଏମାନଙ୍କ ସ୍ତ୍ରୀମାନେ କାଚମାଳି, ଘାଗରା ଓ କୁର୍ତ୍ତା ପିନ୍ଧନ୍ତି।