Back

ଅଘଷା ପାଟି

Also : [ ଅଘଷା ପାଟିଆ ] 




  1. Aghashā pāti  (ଦେ.ବି.) ଅମାର୍ଜିତ ମୁଖ; ଅଧୁଆ ପାଟି; ଯେଉଁ ପାଟିର ଦାନ୍ତ ଘଷା ହୋଇ ନ ଥାଏ Unwashed mouth.

  2. (ଦେ.ବିଣ.) - ଯେଉଁ ବ୍ୟକ୍ତିର ମୁହଁ ଭିତର ଧୁଆ ହୋଇ ନ ଥାଏ ଓ ଯେ ଦାନ୍ତ ଘଷି ନ ଥାଏ Having one's mouth unwashed and the teeth unbrushed.



 




  • ଅଘଷା ପାଟେଈ (ସ୍ତ୍ରୀ)