Back

ଅଘଷା ମୁହଁ

Also : [ ଅଘଷାମୁହାଁ ]




  1. Aghashā muhañ (ଦେ.ବି.) - (ଅଘର୍ଷିତ ମୁଖ) -  ସକାଳୁ ଉଠି ଧୁଆ ହୋଇ ନ ଥିବା ମୁଖ Unwashed face.

  2. (ଦେ.ବିଣ.) - ଯେଉଁ ବ୍ୟକ୍ତି ସକାଳୁ ଶଯ୍ୟାତ୍ୟାଗ କରି ମୁଖ ଧୋଇ ନ ଥାଏ (a person) Who has not washed his face after rising from the bed




  • ଅଘଷାମୁହୀଁ (ସ୍ତ୍ରୀ)