Back

ଅଘା


  1. Aghā (ଦେ.ବି.) - ଅନାଦରାର୍ଥକ (ସଂ. ଅଘ, ଅଘାସୁର) ଶ୍ରୀକୃଷ୍ଣ ବାଲ୍ୟକାଳରେ ବଧ କରିଥିବା ଅସୁର ବିଶେଷ Name of a demon killed by Ṡrīkṛushṇa while a boy.

  2. ଅଘାସୁର ପରି ଦୀର୍ଘ ଓ ସ୍ଥୂଳକାୟ (ବ୍ୟକ୍ତି) Very big and corpulent (person).

  3. (ପ୍ରା. ଅକା) - ନିର୍ବୋଧ; ଓଲ୍ଲୁ Foolish.