Back

ଅଘୃଣୀ


  1. Aghṛuṇī (ଦେ.ବି.) - ଘୃଣାହୀନ; ନିର୍ଘୃଣ Having no feeling of revulsion.

  2. ଯାହାର ଖାଦ୍ୟାଖାଦ୍ୟ ସମ୍ବନ୍ଧରେ ଘୃଣା ନ ଥାଏ Having no apathy for any sort of food.