Back

ଅଘେରା


  1. Agherā (ଦେ.ବିଣ.) ଯହିଁର ଚାରିପାଖେ ବାଡ଼ ଆଦି ଘେରା ହୋଇ ନାହିଁ Unenclosed; not surrounded an all sides by a fence.

  2. ମୁକୁଳା ବା ଖୋଲା ସ୍ଥାନ free space.

  3. (ଗ୍ରା) - ଅଇଘରା ପୂର୍ଣ୍ଣମୀ Aigharā purṇṇami