Back

ଅଘୋର


  1. Aghora (ସଂ.ବିଣ.)ଅତ୍ୟନ୍ତ ଭୟଙ୍କର; ପ୍ରଚଣ୍ଡ Very frightful.

  2. ସୌମ୍ୟଦର୍ଶନ; ସୁନ୍ଦର Comely; handsome.

  3. (ସଂ.ବି.) ଶିବ; ମହାଦେବ The Deity Ṣiba.

  4. (ଦେ.ବିଣ.)ଗାଢ଼ (ଯଥା ନିଦ୍ରା)  Deep (e.g. sleep).

  5. ଘନିଷ୍ଠ (ଯଥା ପ୍ରୀତି)  Close or intimate (friendship).

  6. ଅଘୋର ଦୀକ୍ଷାଧାରୀ; ଅଘୋର ପନ୍ଥୀ Aghorapanthi




  • ଅଘୋରା (ସ୍ତ୍ରୀ)