Back

ଅଙ୍କ କଟାଇବା


  1. Aṅka kaṭāibā  (ଦେ.କ୍ରି.) - (ନୂତନ ରାଜା) ତାଙ୍କ ନାମରେ ତାଙ୍କ ରାଜତ୍ୱର ପ୍ରଥମ ବର୍ଷକୁ ୨ ଅଙ୍କ ବୋଲି ଲେଖି ରାଜ୍ୟରେ ପ୍ରଚାରିତ କରିବା (a new King) To begin his reign by writing his 1st year as 2.