Back

ଅଙ୍କ ଗଣନା

Category : [ Mathematics]




  1. Aṅkagaṇanā (ସଂ.ବି.) -  ଏକ ସଂଖ୍ୟାଠାରୁ ପରବର୍ତ୍ତୀ ସଂଖ୍ୟା  ମାନଙ୍କର ଗଣତି The counting of the numbers from one upwards.

  2. (ଦେ.ବି.) - ପୁରୀର ଗଜପତିଙ୍କ ରାଜତ୍ୱ ବର୍ଷର ସଂଖ୍ୟା ଗଣନା Counting the number of years of Gajapati's reign in Puri.



     [ ଦ୍ର ]  ରାଜତ୍ବ ବର୍ଷ ଗଣନାରେ ବିଶିଷ୍ଟ ପଦ୍ଧତି ଅଛି। ଯଥା -1ମ ବର୍ଷ=2 ଅଙ୍କ, 2ୟ ବର୍ଷ=3 ଅଙ୍କ, ଏହିପରି 3।4।5; 7 ଠାରୁ 15, 15 ପରେ 17। 18।19; 19 ପରେ 21।22।23।24।25; 25 ପରେ 27।28।29; 29 ପରେ 31।32।33।34।35; 35 ପରେ 37।38।39; ଗଣନା କରା ଯାଏ।]