Back

ଅଙ୍କଛଡ଼ା


  1. Aṅkachhaṟḍ̠ā (ଦେ.ବିଣ.)କୋଳରୁ ଅଲଗା; କୋଳ ଛଡ଼ା Separated from one's lap.

  2. ଯାହାକୁ ଜଣକ କ୍ରୋଡ଼ରୁ ଛଡ଼ାଇ ନିଆଯାଇଥାଏ Wrested from one's bosom.

  3. ସଙ୍ଗଛଡ଼ା; ସଙ୍ଗରୁ ଅନ୍ତରିତ Separated from one's society.