Back

ଅଙ୍କବିଦ୍ୟା

Category : [ MathematicsAlso : [ ଅଙ୍କତନ୍ତ୍ର, ଅଙ୍କଗଣିତ ]




  1. Aṅkabidyā (ସଂ.ବି.)ଯେଉଁ ଶାସ୍ତ୍ରଦ୍ୱାରା ଅଙ୍କ ବା ସଂଖ୍ୟାବିଷୟକ ଜ୍ଞାନ ଲାଭ ହୁଏ; ପାଟଗଣିତ Arithmetic.

  2. 1, 2, 3 ଆଦି ସଂଖ୍ୟାର ଗଣନା ବା ହିସାବ Calculation of the figures or digits.

  3. ଚିତ୍ରବିଦ୍ୟା The art of drawing.