Back

ଅଂଶୁ


  1. Aṁṡu (ସଂ. ବି.) - ସୂତ୍ରାଦିର ସୂକ୍ଷ୍ମ ଲମ୍ବ ଅଂଶ Fibre. 

  2. ବସ୍ତ୍ର; ଲୁଗା Cloth.

  3. (ଅଶ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଉ) ରଶ୍ମି; କିରଣ Rays. 

  4. ଦୀପ୍ତି; ଉଜ୍ଜ୍ୱଳତା Lustre; brightness.

  5. ପ୍ରତିଭା; ପ୍ରଖର ବୁଦ୍ଧି; ବିଚକ୍ଷଣତା Talents.

  6. ସୂର୍ଯ୍ୟ The sun.

    [ ଦ୍ର ] ଏହି ଶବ୍ଦ ପୂର୍ବେ ସହସ୍ର, ସୁଧା, ଶୁଭ୍ର, ହିମ ଆଦି ଶବ୍ଦ ଯୁକ୍ତ ହୋଇ ବହୁବ୍ରୀହି ସମାସ ହୁଏ।]