Back

ଅଙ୍କାଇବା


  1. Aṇkāibā (ଦେ.କ୍ରି.)ଅଙ୍କିବାର ଣିଜନ୍ତରୂପ  Causative form of Aṅkibā.

  2. ଅଙ୍କନ କରିବା; ଚିତ୍ରଣ କରିବା To draw a figure.

  3. ଚିତ୍ରର ସୀମାରେଖା ଟାଣିବା To delineate; to draw the contours.

  4. ଲେଖିବା To write.