Back

ଅଂଶୁଅଂଶୁଆ


  1. Aṁṡuaṁṡuā (ଦେ. ବିଣ.) - ଯହିଁରେ ଅଂଶୁ ଥାଏ; ବହୁ ସୂକ୍ଷ୍ମ ତନ୍ତୁଯୁକ୍ତ  Fibrous; full of fibres.



    [ ଦ୍ର ] ବହୁ ସଂଖ୍ୟା ସୂଚିତ ହେବା ସ୍ଥଳରେ ଶବ୍ଦର ଦୁଇ ଥର ପ୍ରୟୋଗ ହୁଏ; ଯଥା—ଖଦଖଦଡ଼ିଆ, ବିରିବିରି, ରୁଆରୁଆ।