Back

ଅଙ୍କି


  1. Aṅki (ଦେ.ବି.) ଚାରିପାଖରେ ଦିଆଯିବା ବାଡ଼; ଘେରବନ୍ଦି Fencing; enclosure.

  2. ଚାରିପାଖରେ ବାଡ଼ ବୁଜା ଯାଇଥିବା ସ୍ଥାନ An enclosed place.

  3. ଚାରିପାଖରେ ବାଡ଼ ବୁଜା ଯାଇଥିବା ସ୍ଥାନର ଦ୍ୱାର ଦେଶରେ ଦିଆଯାଇଥିବା ବତା ବା ବାଉଁଶକଣିର ତାଟି  A split-bamboo-door used as a door for an enclosed place.

  4. ଅଟେଇ; ପଶୁମାନଙ୍କୁ ଆବଦ୍ଧ ରଖିବା ପାଇଁ ଘେରା ହୋଇ ଥିବା ସ୍ଥାନ  A fold.