Back

ଅଙ୍କିତ


  1. Aṅkita (ଦେ.ବିଣ.) ଚିହ୍ନିତ Marked

  2. ଚିତ୍ରିତ Drawn; delineated.

  3. ଲିଖିତ Written.

  4. ଗଣିତ Counted; numbered.

  5. ଚିଆଁ ଦିଆଯାଇଥିବା Branded.

  6. ମୋହର ଦିଆ ଯାଇଥିବା Sealed; marked.

  7. (ସଂ.ବି.) - ଚିହ୍ନ Mark.