Back

ଅଙ୍କିବା


  1. Aṅkibā  (ଦେ.କ୍ରି.)ଅଙ୍କନ କରିବା; ଚିତ୍ରଣ କରିବା To draw a figure.

  2. ଚିତ୍ରର ସୀମାରେଖା ଟାଣିବା To delineate; to draw the contours.

  3. ଚାରିପାଖରେ ବାଡ଼ ବୁଜିବା To fence up a place.

  4. ଲେଖିବା To write.