Home Introduction Fonts about Contact Us   
Img

ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ପ୍ରଣାମ

ଆପଣ ଜାଣି ଖୁସିହେବେ, ଏହା ଆପଣଙ୍କ ଓ ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ପାଇଁ ଏକ ଜ୍ଞାନକୋଷ୤ ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ଆପଣ ଯେଉଁ ତଥ୍ୟ ବା ସୂଚନା ଖୋଜିବେ ତାହା ପାଇପାରିବେ୤ ଏକ୍ସପୋ ଓଡ଼ିଶା ଡଟ କମ୍‌ରେ ଯାହା ଅଛି, ତାହା ଅନ୍ୟାନ୍ୟ ଇଣ୍ଟରନେଟ ପୃଷ୍ଠାରେ ଯେ ନାହିଁ ତାହା ନୁହେଁ ୤ ଆପଣ ଓଡ଼ିଶାର କୌଣସି ତଥ୍ୟ, ସୂଚନା ବା ବ୍ୟକ୍ତିବିଶେଷଙ୍କ ଉପରେ ଜାଣିବାକୁ ଚାହିଁଲେ ଗୋଟିଏ ପରେ ଗୋଟିଏ ୱେବସାଇଟ୍ ଖେଳାଇବାକୁ ପଡ଼ିଥାଏ୤ ଏଥିପାଇଁ ଅଯଥା ସମୟ ନଷ୍ଟ ହୋଇଥାଏ୤ ଆପଣଙ୍କ ପାଇଁ ସମୟ ବହୁତ ବଡ଼୤ ତେଣୁ ଗୋଟିଏ ସ୍ଥାନରେ ଅଧିକ ତଥ୍ୟ କିପରି ଜାଣିହେବ, ସେଥିପାଇଁ ଏକ୍ସପୋ ଓଡ଼ିଶାର ଏହା ଏକ ଛୋଟିଆ ପ୍ରୟାସ୤ ଅଧିକରୁ ଅଧିକ ତଥ୍ୟ ପର୍ଯ୍ୟାୟକ୍ରମେ ଆମେ ସନ୍ନିବେଶିତ କରିବାକୁ ଉଦ୍ୟମ ଜାରି ରଖିଛୁ୤ ଏକ୍ସେପୋ ଓଡ଼ିଶା ଏକା ନୁହେଁ, ଆପଣମାନେ ଏଥିରେ ଭାଗୀଦାରୀ ଅଛନ୍ତି୤ ଯଦି କୌଣସି ତଥ୍ୟ ବା ସୂଚନାରେ ତ୍ରୁଟି ରହିଥାଏ, ଆପଣ ନିଜେ ତ୍ରୁଟି ସୁଧାରିପାରିବ କିମ୍ବା ଆମକୁ ଜଣାଇ ପାରିବେ୤

ଆପଣଙ୍କର ଅଞ୍ଚଳର କୌଣସି ପ୍ରତିଷ୍ଠିତ ସ୍ଥାନ, ବ୍ୟକ୍ତିବିଶେଷ କିମ୍ବା ଗୁରୁତ୍ବପୂର୍ଣ୍ଣ ସୂଚନା ଦେବାକୁ ଚାହୁଁଥିଲେ ଆମକୁ ଜଣାଇବେ କିମ୍ବା ଲଖିତ ଭାବେ ପଠାଇ ପାରିବେ୤ ଆପଣଙ୍କର ବହୁମୂଲ୍ୟ ଉପଦେଶକୁ ଆମେ ସାଦର ସହ ଗ୍ରହଣ କରିବୁ୤

କେମିତି ଲେଖା ପଠାଇବେ

ଆପଣ ପ୍ରଧାନ ପୃଷ୍ଠାକୁ ଯାଇ contact us ବୋତାମକୁ ଦବାଇବେ୤ ସେଥିରେ ଆବଶ୍ୟକ ତଥ୍ୟ ଭରି ଆମ ପାଖକୁ ପଠାଇ ପାରିବେ୤ ଯଦି ପ୍ରଧାନ ପୃଷ୍ଠା ଯାଉ ନାହାନ୍ତି, ତେବେ ଏହି ପୃଷ୍ଠାରୁ ମଧ୍ୟ ସିଧାସଳଖ ସମ୍ପାଦନା ପୃଷ୍ଠାକୁ ଯାଇ ପାରିବେ | [ସମ୍ପାଦନା ପୃଷ୍ଠା]୤ ଆପଣ ପଠାଇଥିବା ଲେଖାକୁ ଆମେ ସମ୍ପାଦନା କରି ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରିବୁ |


Home Introduction Fonts about Contact Us