Home Introduction Fonts about Contact Us   
Img

ଏକ୍ସପୋ ଓଡ଼ିଶା ସମ୍ପର୍କରେ

ଏକ୍ସପୋଓଡ଼ିଶା [ଡଟ୍] କମ୍‌ ଡାଟାସଫ୍ଟ ଅନୁଷ୍ଠାନ ଦ୍ବାରା ପରିଚାଳିତ୤ ଡାଟାସଫ୍ଟ ଅନୁଷ୍ଠାନ ଦ୍ବାରା ବିଭିନ୍ନ ପ୍ରକାର ସଫ୍ଟୱେୟାର ତିଆରି କରାଯାଏ୤ ଓଡ଼ିଶାରେ ଅନଲାଇନରେ ସମ୍ପୂର୍ଣ୍ଣ ଅଭିଧାନ କିମ୍ବା ସଫ୍ଟୱୟାରଟିଏ ନାହିଁ୤ ଖବର ଲେଖିବା ଶବ୍ଦଜ୍ଞାନ ଆହରଣ ସକାଶେ ବିଶେଷ ଅସୁବିଧା ହେଉଥିଲା୤ କୌଣସି ଶବ୍ଦର ଅର୍ଥ ଖୋଜିବାକୁ ହେଲ ଅଭିଧାନର ପୃଷ୍ଠାପରେ ପୃଷ୍ଠ ଓଲାଇବାକୁ ପଡୁଥିଲା୤ ଭାଷାବିତ୍, ଶୁଭେଚ୍ଛୁଙ୍କ ପରାମର୍ଶକ୍ରମେ ଇଣ୍ଟରନେଟ ଅଭିଧାନ ଓ ଅଭିଧାନ ସଫ୍ଟୱୟାରକୁ ଡାଟାସଫ୍ଟ ପ୍ରସ୍ତୁତ କରିଛି୤

DataSoft Product

1. English - Odia Dictionary
2. Odia- Odia Dictionary

 


Home Introduction Fonts about Contact Us