Home Introduction Fonts about Contact Us   
 

ସାହିତ୍ୟ ଯୁଗ

 

ଚର୍ଯ୍ୟାଯୁଗ ସରହପା, ଲୁଇପା, କାହ୍ନୁପା, ହାଡ଼ିପା, ଶବରିପା [ଚର୍ଯ୍ୟାସାହିତ୍ୟ]
ନାଥ ଯୁଗ ମତ୍ସେନ୍ଦ୍ର୍ୟନାଥ, ଗୋରେଖନାଥ
ସାରଳା ଯୁଗ ସାରଳା ଦାସ
ପଞ୍ଚସଖା ଯୁଗ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତଦାସ
ରୀତି/ଭଞ୍ଜଯୁଗ ଅଭିମନ୍ୟୁ ସାମନ୍ତ ସିଂହାର, ଉପେନ୍ଦ୍ର ଭଞ୍ଜ, ଗୋପାଳକୃଷ୍ଣ ପଟ୍ଟନାୟକ, ଦୀନକୃଷ୍ଣ ଦାସ, ବଳଦେବ ରଥ, ବ୍ରଜନାଥ ବଡ଼ଜେନା, ଭକ୍ତଚରଣ ଦାସ, ଭୀମ ଭୋଇ, ମାଧବୀ ଦାସୀ, ବିଶ୍ବନାଥ ଖୁଣ୍ଟିଆ, ବୃନ୍ଦାବତୀ ଦାସୀ
ରାଧାନାଥ ଯୁଗ ରାଧାନାଥ ରାୟ, ଫକିରମୋହନ ସେନାପତି, ଗଙ୍ଗାଧର ମେହେର, ମଧୁସୂଦନ ରାଓ, ଚିନ୍ତାମଣି ମହାନ୍ତି, ନନ୍ଦକିଶୋର ବଳ
ସତ୍ୟବାଦୀ ଯୁଗ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମହାପାତ୍ର, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ମିଶ୍ର, ଚିନ୍ତାମଣି ଦାସ, କୁନ୍ତଳାକୁମାରୀ ସାବତ
ପ୍ରଗତି ଯୁଗ ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ
ସବୁଜ ଯୁଗ କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ମାୟାଧର ମାନସିଂହ, ଅନଦାଶଙ୍କର ରାୟ
ସ୍ବାଧୀନୋତ୍ତର  

 



 
ଓଡ଼ିଶାର କ୍ରମ ଇତିହାସ
-

ଦେଖନ୍ତୁ
-
୩୦ଟି ଜିଲାର ବିବରଣୀ

Expo Dictionary
-


 

 

 

 

 

 



Powered by expoodisha