Home Introduction Fonts about Contact Us   

ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର

 

ଶିମିଳିପାଳ

ଶିମିଳିପାଳର ଜୈବବିବିଧତା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ସବୁ ସମୟରେ ଆକୃଷ୍ଟ କରିଆସିଛି । ଶିମିଳିପାଳରେ ଥିବା ଅନେକ ଛୋଟ ପାହାଡ଼, ଉପତ୍ୟକା, ଅଧିତ୍ୟକା ଘଞ୍ଚ ଅରଣ୍ୟାନୀ ପରିବେଷ୍ଟିତ । ଜାତୀୟ ସର୍ବେକ୍ଷଣ ସଂସ୍ଥା, ଡେରାଡୁନ ପକ୍ଷରୁ ପ୍ରକାଶିତ 'ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ'ରେ ଦର୍ଶାଯାଇଛି, ଶତକଡ଼ା ୭୦ ଭାଗରୁ ଅଧିକ ସାନ୍ଦ୍ରତା ଥିବା ଜଙ୍ଗଲ ଶିମିଳିପାଳ ଅଞ୍ଚଳରେ ରହିଛି । ଶିମିଳିପାଳ ଜୈବ ମଣ୍ଡଳ ଉତ୍ତର ପାଶ୍ୱର୍କୁ ରହିଛି ଆଂଶିକ ଚିରହରିତ ଅରଣ୍ୟ ଓ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ । ଉଚ୍ଚଭୂମି ବା ଢାଲୁ ଅଞ୍ଚଳରେ ଦୀର୍ଘକାୟ, ସୁଉଚ୍ଚ ଶାଳ ଜଙ୍ଗଲରେ ରହିଥିବା ସ୍ଥଳେ ପୂର୍ବ ଓ ଦକ୍ଷିଣ ପାଶ୍ୱର୍ରେ ରହିଛି ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲ ଏବଂ ଶୁଷ୍କ ଶାଳବଣ।

 

ଡେବ୍ରିଗଡ଼

ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ସମ୍ବଲପୁର ଜିଲାରେ ଅବସ୍ଥିତ୤ ଏହି ଅଭୟାରଣ୍ୟ ହୀରାକୁଦ ଡ୍ୟାମ ନିକଟରେ ଥିବାରୁ ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିଥାଏ୤ କହିବାକୁ ଗଲେ ଡେବ୍ରିଗଡ଼ ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ୤ ଏହାର ମୋଟ ବନାଞୋଚଳ ୩୪୭ ସ୍କୋୟାର କିଲୋମିଟର୤ ବିଭିନ୍ନ ପ୍ରଜାତିର ପକ୍ଷୀ, ପଶୁ ଏବଂ ବିଭିନ୍ନ ପ୍ରଜାତିର ଫୁଲ ଏହାର ମୁଖ୍ୟ ଆକର୍ଷଣ୤ ରାଜ୍ୟର ଅନ୍ୟାନ୍ୟ ଅଭୟାରଣ୍ୟ ଅପେକ୍ଷା ଡେବ୍ରିଗଡ଼ର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ପାଇଁ ନିଆରା୤ ଏଠାରେ ବନାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ସନ୍ନିକଟ ଅଞ୍ଚଳର ଅପରୂପ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ୤

କୁଲଡିହା

ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ । ଏହି ଅଭୟାରଣ୍ୟକୁ ପରିଭ୍ରମଣ ପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ୧ ତାରିଖରୁ ଜୁନ ୧୫ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ଯିବାର ବ୍ୟବସ୍ଥା କରାଯାଇଥାଏ। ଏଠାରେ ଥିବା ବିଭିନ୍ନ ପ୍ରକାର ସରୀସୃପ, ସ୍ତନ୍ୟପାୟୀ ପ୍ରାଣୀ , ପ୍ରଜାପତି ଓ ପକ୍ଷୀଙ୍କର ଚଳପ୍ରଚଳକୁ ପର୍ଯ୍ୟଟକ ଉପଭୋଗ କରିଥାଆନ୍ତି।

 

ଓଡ଼ିଶାର ଅଭୟାରଣ୍ୟ

   ଅଭୟାରଣ୍ୟ ଜିଲା
   ଶିମିଳିପାଳ ମୟୂରଭଞ୍ଜ
   ଚିଲିକା ଖୋର୍ଦ୍ଧା
   ନନ୍ଦନକାନନ ଖୋର୍ଦ୍ଧା
   ଡମପଡ଼ା ଖୋର୍ଦ୍ଦା
   ବାଲୁଖଣ୍ଡ ପୁରୀ
   ସାତକୋଶିଆ ଅନୁଗୋଳ
   ଉଷାକୋଠି ସମ୍ବଲପୁର
   ବାଇଶିପାଲି ନୟାଗଡ଼
  ଲଖେରିଭାଲି ଗଞ୍ଜାମ
  ଡେବ୍ରିଗଡ଼ ସମ୍ବଲପୁର
  କୋଠଗଡ଼ ଫୁଲବାଣୀ
  କୁଲାଡିହା ବାଲେଶ୍ବର
  ଖଲାଶୁଣୀ ସମ୍ବଲପୁର
  ଭିତରକନିକା କେନ୍ଦ୍ରାପଡ଼ା

ଭିତରକନିକା

ଭିତରକନିକାର

 

ଚିଲିକା

ଭିତରକନିକାର

ନନ୍ଦନକାନନ

ଭିତରକନିକାର

ଡମପଡ଼ା

ଭିତରକନିକାର

ବାଲୁଖଣ୍ଡ

ଭିତରକନିକାର

ସାତକାଶି

ଭିତରକନିକାର

ଉଷାକୋଠି

ଭିତରକନିକାର

ବାଇଶିପାଲ

ଭିତରକନିକାର

ଲଖେରିଭାଲି

ଭିତରକନିକାର

ଡେବ୍ରିଗଡ଼

ଭିତରକନିକାର

କୋଠଗଡ଼

ଭିତରକନିକାର

କୁଲାଡିହା

ଭିତରକନିକାର

ଖଲାଶୁଣୀ

ଭିତରକନିକାର

 

 

 


Powered by expoodisha