Home Introduction Fonts about Contact Us   

ଶିଳ୍ପ ଓ ପ୍ରଗତି

 

କଟକର ତାରକସି କାମ

ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ହୋଇ ରହିଛି୤ କୋରାପୁଟ ଜିଲା ବକ୍ସାଇଟ, ମାଙ୍ଗାନିଜ, ଯାଜପୁର ଓ କେନ୍ଦୁଝର ଜିଲାରେ ଲୌହ, ସୁନ୍ଦରଗଡ଼ ଜିଲାରେ ଅଭ୍ର, ଚୂନପଥର ଓ ସେରାମିକ ପାଇଁ ପ୍ରସିଦ୍ଧ୤ ଏହାବାଦ୍‌ ରାଜ୍ୟର ଅନ୍ୟନ୍ୟ ସ୍ଥାନରେ ପ୍ରାକୃତି ସମ୍ପଦ ଭରି ରହିଛି୤ ଏହି ସବୁ ସମ୍ପଦକୁ ନେଇ ଓଡ଼ିଶାର ଅର୍ଥନୀତି ସୁଦୃଢ଼୤ ରାଜ୍ୟରେ ରାଉରକେଲା ଷ୍ଟିଲ କାରଖାନା ଓ ଅନୁଗୋଳରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ଭଳି ବୃହତ୍‌ କାରଖାନା ପ୍ରତିଷ୍ଠା କରାଯାଇଛି୤ ଏହାବାଦ ବିଭିନ୍ନ ଘରୋଇ କାରଖାନା ଓଡ଼ିଶାର ଶିଳ୍ପ ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି୤ ସେହିଭଳି ସୂକ୍ଷ୍ମ କାରକାର୍ଯ୍ୟ (ହସ୍ତକଳା)ରେ ମଧ୍ୟ ଓଡ଼ିଶା ବିଶ୍ବରେ ପରିଚିତ୤ କଟକର ତାରକସି କାମ, ଭୁବନେଶ୍ବର (ବାଳକାଟି) ଓ ଟାଙ୍ଗୀର କଂସାପିତଳ କାମ, ବାଲେଶ୍ବର ଓ ନୂଆପଡ଼ାର ପ୍ରସ୍ତର ଶିଳ୍ପୀ ଓଡ଼ିଶାକୁ ବିଶ୍ବ ଦରବାରରେ  ଦେଇଛନ୍ତି ନୂତନ ପରିଚୟ୤ ଏହି ରାଜ୍ୟର କାରିଗର କୋଣାର୍କ, ଜଗନ୍ନାଥ ମନ୍ଦିର ଗଢ଼ିଛନ୍ତି୤ ଯାହା ବିସ୍ମୟ କଳାର ପରିଚାୟକ୤

 

ଶିଳ୍ପରନାମ ସ୍ଥାନ କେଉଁ ଜିଲାରେ
ତାରକସି କଟକ କଟକ
ରୂପାକାମ ବେଲଗୁଣ୍ଠା ଗଞ୍ଜାମ
କଂସା ପିତ୍ତଳ ବାସନ କଣ୍ଟିଲୋ ନୟାଗଡ଼
  ଭୁବନ ଢେଙ୍କାନାଳ
  ଭଟିମୁଣ୍ଡା କଟକ
  ରେମୁଣା ବାଲେଶ୍ବର
ପଥର ମୂର୍ତ୍ତି ନୀଳଗିରି ବାଲେଶ୍ବର
  ଖଡ଼ିଆଳ ନୂଆପଡ଼ା
ପିତ୍ତଳ କାରୁକାର୍ଯ୍ୟ ଗଞ୍ଜାମ ଗଞ୍ଜାମ
ହସ୍ତତନ୍ତ ଲୁଗା ବରପାଲି ବରଗଡ଼
ପାଟ ଓ ମଠାଲୁଗା ମାଣିଆବନ୍ଧ କଟକ
  ନୂଆପାଟଣା କଟକ
ମଠା ଓ ଟସର ଶାଢ଼ି ସୋନପୁର ସୁବର୍ଣ୍ଣପୁର
ବେତକାମ ପାରଳାଖେମୁଣ୍ଡି ଗଜପତି
ନଡ଼ିଆକତା ଶିଳ୍ପ ସାକ୍ଷୀଗୋପାଳ ପୁରୀ
ଲୌହ ଇସ୍ପାତ କାରଖାନା ପିପିଲି ପୁରୀ
ସପ ମସିଣା ଭୋଗରାଇ ବାଲେଶ୍ବର
ଝୋଟଭିଣା କାରଖାନା ଭୋଗରାଇ ବାଲେଶ୍ବର
ଦିଆସିଲି କାରଖାନା ତାଳଚେର ଅନୁଗୋଳ

 

 


Powered by expoodisha