Home Introduction Fonts about Contact Us   

ଗମନାଗମନ

 

ପୂର୍ବତଟ ରେଳପଥ କାର୍ଯ୍ୟାଳୟ
ମୁଖ୍ୟ ଷ୍ଟେସନ
  • ଭୁବନେଶ୍ବର
  • କଟକ
  • ପୁରୀ
  • ଖୋର୍ଦ୍ଧା ରୋଡ଼
  • ଭଦ୍ରକ
  • ଯାଜପୁର
  • କେନ୍ଦୁଝର ରୋଡ଼
  • ବ୍ରହ୍ମପୁର
  • ଅନୁଗୋଳ
  • ସମ୍ବଲପୁର
  • ବଲାଙ୍ଗୀର
  • ଟିଟିଲାଗଡ଼
  • କଣ୍ଟାବାଞ୍ଜି
  • ରାୟଗଡ଼ା
ଭିତ୍ତିଭୂମି
  • ବିଦ୍ୟୁତ୍‌ ଲୋକୋସେଡ
  • ମରାମତି କାରଖାନା
ଡିଭିଜନ
  • ସମ୍ବଲପୁର
  • ଖୋର୍ଦ୍ଧା
  • ୱାଲଟିୟର

 

ଗମନାଗମନ ଓ ପରିବହନ କ୍ଷେତ୍ରରେ ଓଡ଼ିଶାର ଭୌଗୋଳିକ ସ୍ଥିତି ବିଶେଷ ସହାୟକ୤ ବନ୍ଦର ନଗରୀ ପାରାଦ୍ବୀପକୁ ଦୈତାରୀରୁ ଏକ୍ସପ୍ରେସ ରାଜପଥ ଲମ୍ବିଥିବାବେଳ ଉତ୍ତରରୁ ଦକ୍ଷିଣକୁ ଲମ୍ବିଛି ସୁଦୀର୍ଘ ୧୬ ନମ୍ବର ଜାତୀୟ ରାଜପଥ୤ ସେହିପରି କଲକାତାରୁ ଓଡ଼ିଶାର ଉତ୍ତମ ଗମନାଗମନ ସୁବିଧା ରହିଥିବାବଳେ ରାଜଧାନୀରୁ ଅନୁଗୋଳ ଦେଇ ପଶ୍ଚିମ ଓଡ଼ିଶାରୁ ମୁମ୍ବାଇ ଜାତୀୟ ରାଜପଥ ରହିଛି୤ ଅଧିକାଂଶ ସ୍ଥାନରେ ରାଜ୍ୟ ରଜପଥ ଜାତୀୟ ରାଜପଥକୁ ସଂଯୋଗ କରିଛି୤ ରାଜପଥ ବ୍ୟତୀତ ଏହିସବୁ ସ୍ଥାନକୁ ରେଳପଥର ସଂଯୋଗ ରହିଛି୤ ରାଜଧାନୀ ଭୁବନେଶ୍ବରରେ (ବିଜୁ ପଟ୍ଟନାୟକ ଇଣ୍ଟରସେନନାଲ ଏୟାର ପୋର୍ଟ) ରହିଥିବାବେଳେ ରାଉରକେଲା, ଜୟପୁର ଓ ରାଜ୍ୟର ଅନ୍ୟାନ୍ୟ କେତକ ସ୍ଥାନକୁ ବିମାନ ସେବା ଉପଲବ୍ଧ ରହିଛି୤ଙ୍କ ସଂରକ୍ଷଣ ପାଇଁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ପକ୍ଷୀବିହାର ଆଦି ସ୍ଥାପନ କରାଯାଇଛି୤

 ରାଜ୍ୟ ରାଜପଥ        ଜାତୀୟ ରାଜପଥ       ଆକାଶ ପଥ 

ରାଜ୍ୟର ମୁଖ୍ୟ ରେଳ ଚଳାଚଳ ମାର୍ଗ

 

ଡିଭିଜନ କିଲୋମିଟର ବିଦ୍ୟୁତ୍‌ କିଲୋମିଟର
ଧାରଣା ମାର୍ଗ ଧାରଣା ମାର୍ଗ
ସମ୍ବଲପୁର ୧,୧୧୬ ୭୪୦ - -
ଖୋର୍ଦ୍ଧା ରୋଡ ୧,୯୭୬ ୮୩୪ ୧,୯୬୫ ୮୩୪
ୱାଲଟିୟର ୨,୧୨୨ ୧,୧୦୩ ୧,୪୦୬ ୭୦୯
ମୋଟ ୫,୨୧୪ ୨,୬୭୭ ୩,୩୭୧ ୧,୫୪୩

ରାଜପଥ

ରାଜ୍ୟ ରାଜପଥ - ୦୧ ଫୁଲବାଣୀ - ନୟାଗଡ଼ - ଖୋର୍ଦ୍ଧା
ରାଜ୍ୟ ରାଜପଥ -  ୦୩ ନୂଆପଡ଼ା- ପଦ୍ମପୁର- ସୋହେଲା
ରାଜ୍ୟ ରାଜପଥ -  ୦୪ ରାୟଗଡ଼ା- ଲକ୍ଷ୍ମୀପୁର- ମୁନିଗୁଡ଼ା- ତୁମୁଡ଼ିବନ୍ଧ
ରାଜ୍ୟ ରାଜପଥ -  ୦୫ ଜେକେପୁର- ମୁନିଗୁଡ଼ା- ତୁମୁଡ଼ିବନ୍ଧ
ରାଜ୍ୟ ରାଜପଥ -  ୦୬ ମୁନିଗୁଡ଼ା - ଭବାନୀପାଟଣା
ରାଜ୍ୟ ରାଜପଥ -  ୬(କ) ରାମପୁର
ରାଜ୍ୟ ରାଜପଥ -  ୦୭ ଆସ୍କା - ଭଞ୍ଜନଗର
ରାଜ୍ୟ ରାଜପଥ -  ୭ (କ) କଳିଙ୍ଗ ଜି ଉଦୟଗିରି- ରାଇକିଆ- ବାଲିଗୁଡ଼ା
ରାଜ୍ୟ ରାଜପଥ -  ୦୮ ସମ୍ବଲପୁର- ଝାରସୁଗୁଡ଼ା- ସୁନ୍ଦରଗଡ଼-ରାଉରକେଲା
ରାଜ୍ୟ ରାଜପଥ -  ୧୪ ବୌଦ୍ଧ-ବାଣୀଗୁଚ୍ଛା
ରାଜ୍ୟ ରାଜପଥ -  ୧୫ ସୋନପୁର- ସମ୍ବଲପୁର
ରାଜ୍ୟ ରାଜପଥ -  ୧୬ ଭବାନୀପାଟଣା -ଖରିଆର
ରାଜ୍ୟ ରାଜପଥ -  ୧୭ ପଦ୍ମପୁର- ବ୍ରହ୍ମପୁର
ରାଜ୍ୟ ରାଜପଥ -  ୨୪ ବୌଦ୍ଧ-ରେଢ଼ାଖୋଲ- ଦେଓଗଡ଼- କୁଚିଣ୍ଡା-ସୁନ୍ଦରଗଡ଼
ରାଜ୍ୟ ରାଜପଥ -  ୨୫ ମୋଟୁ- ମାଲକାନଗିରି- ଜୟପୁର
ରାଜ୍ୟ ରାଜପଥ -  ୨୯ ଦିଗପହଣ୍ଡି
ରାଜ୍ୟ ରାଜପଥ -  ୩୬ ସୋରଡ଼ା -ଶେରଗଡ଼
ରାଜ୍ୟ ରାଜପଥ -  ୩୯ ଡାବୁଗାଁ-ଉମରକୋଟ
ରାଜ୍ୟ ରାଜପଥ -  ୪୦ ଉମରକୋଟ-ରାଇଘର
ରାଜ୍ୟ ରାଜପଥ -  ୪୧ ବାଲିଗୁଡ଼ା -ସୋନପୁର
ରାଜ୍ୟ ରାଜପଥ -  ୪୨ କଣ୍ଟାବାଞ୍ଜି- ପାଟଣାଗଡ଼- ବଲାଙ୍ଗୀର
ରାଜ୍ୟ ରାଜପଥ -  ୪୪ ଭବାନୀପାଟଣା - ଟିକିରି
ରାଜ୍ୟ ରାଜପଥ -  ୪୫ ଜେକେପୁର- ଲାଞ୍ଜିଗଡ଼
ରାଜ୍ୟ ରାଜପଥ -  ୪୬ ରାଜ୍ୟ ରାଜପଥ -  04ବିଶମକଟକ
ରାଜ୍ୟ ରାଜପଥ -  ୪୭ ଚିତ୍ରକୋଣ୍ଡା-ବାଳିମେଳା
ରାଜ୍ୟ ରାଜପଥ -  ୪୮ କୋରାପୁଟ - ବୋରିଗୁମ୍ମା
ରାଜ୍ୟ ରାଜପଥ -  ୫୧ ଲକ୍ଷ୍ମୀପୁର (ଓଡ଼ିଶା - ଆନ୍ଧ୍ର ସୀମା)
ରାଜ୍ୟ ରାଜପଥ -  ୫୨ ଧର୍ମଗଡ଼ -ଜୁନାଗଡ଼
ରାଜ୍ୟ ରାଜପଥ -  ୫୪ ଜାତୀୟ ରାଜପଥ - ୬ ରାଜ୍ୟ ରାଜପଥ - ୫୫
ରାଜ୍ୟ ରାଜପଥ -  ୫୫ ବରପାଲି - ବିନିକା ରୋଡ଼
* ବିଜୁ ଦ୍ରୁତତମପଥ -ନିର୍ମାଣାଧୀନ

 

 

 

 


Powered by expoodisha