ଜନ୍ମ
୦୧
  •   ଶଶି ଭୂଷଣ ରଥ, ଖବରକାଗଜ 'ଦୈନିକଆଶା'ର ପ୍ରକାଶକ
  •   ଭୁବନେଶ୍ଵର ବେହେରା, ପ୍ରାବନ୍ଧିକ, ବିଜ୍ଞାନ ଲେଖକ
  •   ସୁଧାକର ସାହୁ, ଓଡ଼ିଶୀ ନୃତ୍ୟ ଗୁରୁ
  •   ସାଧୁ ମେହେର, ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ
  •   ନବକିଶୋର ମିଶ୍ର, ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟଗୁରୁ
୦୨
  • କାନନ ମିଶ୍ର, ସାହିତ୍ୟିକା
୦୩
  • ଜାନକୀ ବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ
  • ପଦ୍ମ ଭୂଷଣ ତ୍ରିଲୋଚନ ପ୍ରଧାନ, ବୈଜ୍ଞାନିକ
୦୪
  • ଜଗଦୀଶ ମହାନ୍ତି, ସାହିତ୍ୟିକ
  • ସରୋଜିନୀ ସାହୁ, ସାହିତ୍ୟିକା
୦୫
  • ମନ୍ମଥ ନାଥ ଦାସ, ଐତିହାସିକ
୦୬
  • ଶାନ୍ତନୁ ମହାପାତ୍ର, ସଙ୍ଗୀତଜ୍ଞ
  • ଯଶୋଧାରା ମିଶ୍ର, ସାହିତ୍ୟିକା
୦୭
  • ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ସାହିତ୍ୟିକ
  • ଜଗନ୍ନାଥ ମହାନ୍ତି, ସାହିତ୍ୟିକ
୦୮
  • ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର, ଓଡ଼ିଶୀ ନୃତ୍ୟ ଗୁରୁ
୦୯
  • -
୧୦
  • ଗୋଦାବରୀଶ ମହାପାତ୍ର, ସାହିତ୍ୟିକ
  • ଶ୍ରୀୟଙ୍କା ଷଡ଼ଙ୍ଗୀ, ବନ୍ଧୁକ ଲକ୍ଷଭେଦ ପ୍ରତିଯୋଗୀ
୧୧
  •  ପଦ୍ମଶ୍ରୀ ସୁବ୍ରତ କୁମାର ଆଚାର୍ଯ୍ୟ, ଚିକିତ୍ସକ
୧୨
  • ବ୍ରଜନାଥ ରଥ, କବି
୧୩
  • ବ୍ୟାସକବି ଫକୀର ମୋହନ ସେନାପତି, ଗାଳ୍ପିକ, ଔପନ୍ୟାସିକ
୧୪
  • କୃଷ୍ଣଚନ୍ଦ୍ର ତ୍ରିପାଠୀ, କବି
  • ଅନ୍ନଦା ପ୍ରସାଦ ରାୟ, ସାହିତ୍ୟିକ, ସାମ୍ୱାଦିକ
୧୫
  • -
୧୬
  • -
୧୭
  • ରାମଚନ୍ଦ୍ର ପ୍ରତିହାରୀ, ରଙ୍ଗମଞ୍ଚ ଅଭିନେତା
୧୮
  • -
୧୯
  • ଭକ୍ତକବି ମଧୁସୂଦନ ରାଓ, ଓଡ଼ିଆ ଭାଷାର ବର୍ଣ୍ଣବୋଧ ପ୍ରଣେତା
  • ପାର୍ବତୀ ଗିରୀ, ସ୍ୱାଧୀନତା ସଂଗ୍ରାମୀ
  • ବ୍ୟୋମକେଶ ତ୍ରିପାଠୀ, ଅଭିନେତା ଓ ନିର୍ଦ୍ଦେଶକ
୨୦
  • ବିଚ୍ଛନ୍ଦଚରଣ ପଟ୍ଟନାୟକ, ସାହିତ୍ୟିକ
  • ପ୍ରଣବ ପଟ୍ଟନାୟକ, ଗାୟକ
  • ହରିହର ମିଶ୍ର, ସାହିତ୍ୟିକ
  •  
୨୧
  • ପଦ୍ମଶ୍ରୀ ପ୍ରତିଭା ରାୟ, ଗାଳ୍ପିକ ଓ ଔପନ୍ୟାସିକ
୨୨
  • ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ଚିତ୍ରଶିଳ୍ପୀ
୨୩
  • ବୀର ସୁରେନ୍ଦ୍ର ସାଏ, ସ୍ବାଧୀନତା ସଂଗ୍ରାମୀ
  • ସୁଭାଷ ଚନ୍ଦ୍ର ବୋଷ, ସ୍ବାଧୀନତା ସଂଗ୍ରାମୀ
୨୪
  • -
୨୫
  • ବକ୍ସି ଜଗବନ୍ଧୁ, ସ୍ବାଧୀନତା ସଂଗ୍ରାମୀ
  • ପଦ୍ମଶ୍ରୀ ପର୍ଶୁରାମ ମିଶ୍ର, ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ୍‌
  • ଫନୀ ମହାନ୍ତି, ସାହିତ୍ୟିକ
  • ଭୁବନେଶ୍ବରୀ ମିଶ୍ର, କଣ୍ଠଶିଳ୍ପୀ
୨୬
  • ଶରତ କୁମାର ମହାନ୍ତି, ସାହିତ୍ୟିକ
୨୭ -
୨୮ -
୨୯ -
୩୦

-

୩୧ -

 

   
ମୃତ୍ୟୁ
୦୧
  • ଧୀରେନ୍ଦ୍ର ପଟ୍ଟନାୟକ, ଓଡ଼ିଶୀ ନୃତ୍ୟ ଗବେଷକ
  • ବୈଷ୍ଣବ ଚରଣ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ
୦୨
  • ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ
୦୩
  • ଗିରିଜା ଭୂଷଣ ପଟ୍ଟନାୟକ, ସାହିତ୍ୟିକ ଓ ସଂଗ୍ରାମୀ
୦୪
  • ଭାନୁମତୀ ଦେବୀ, ଅଭିନେତ୍ରୀ
୦୫
  • ଶ୍ରଦ୍ଧାକର ସୁପକାର, ରାଜନେତା, ସାମ୍ବାଦିକ ଓ ଲେଖକ
୦୬
  • ନିରଞ୍ଜନ ଶତପଥୀ, ଅଭିନେତା ଏବଂ ନିର୍ଦ୍ଦେଶକ
୦୭
  • -
୦୮
  • ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, ଐତିହାସିକ, ସାହିତ୍ୟିକ ଓ ରାଜନୀତିଜ୍ଞ
  • ଉଦୟନାଥ ଷଡ଼ଙ୍ଗୀ, ଲେଖକ
୦୯
  • -
୧୦
  • -
୧୧
  • ମୋହନ ସୁନ୍ଦର ଦେବ ଗୋସ୍ବାମୀ, କଥାଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ
୧୨
  • ଗୋପୀନାଥ ନନ୍ଦ, ଭାଷା ଗବେଷକ
୧୩
  • ହର ପଟ୍ଟନାୟକ, ଅଭିନେତା, ନିର୍ଦ୍ଦେଶକ
୧୪
  • ରମେଶ ପ୍ରସାଦ ମହାପାତ୍ର, ପ୍ରତ୍ନତ‌ତ୍ତ୍ୱବିଦ୍
୧୫
  • କ୍ଷୀରୋଦ ଚନ୍ଦ୍ର ପୋଥାଳ, ସାହିତ୍ୟିକ
୧୬
  • ଚିତ୍ତରଞ୍ଜନ ଦାସ, ସାହିତ୍ୟିକ
୧୭
  • -
୧୮
  • ଲକ୍ଷ୍ମୀଧର ନାୟକ, କବି
୧୯
  • କୃଷ୍ଣଚନ୍ଦ୍ର ତ୍ରିପାଠୀ, କବି
୨୦
  • -
୨୧
  • -
୨୨
  • ପଦ୍ମଶ୍ରୀ ଗୋପାଳ ଛୋଟରାୟ, ନାଟ୍ୟକାର
୨୩
  • -
୨୪
  • -
୨୫
  • -
୨୬
  • ବୈକୁଣ୍ଠନାଥ ପଟ୍ଟନାୟକ, (ସବୁଜ ଯୁଗ)ର କବି
୨୭
  • -
୨୮
  • ରାଧାକୃଷ୍ଣ ପାତ୍ର, ବିଚାରପତି
୨୯
  • -
୩୦
  • ଦୀପକ ମିଶ୍ର, ସାହିତ୍ୟିକ
୩୧ -