Back

ଅଣ୍ଟ ନଅଣ୍ଟ

Also : [ ଅଣ୍ଟନିଅଣ୍ଟ ]




  1. Aṇta naaṇta (ଦେ.ବି.) - ଅଣ୍ଟିବା ଓ ନଅଣ୍ଟିବା ଅବସ୍ଥା Sufficiency or deficiency.

  2. (ଦେ.ବିଣ.) -  କୌଣସି କାର୍ଯ୍ୟ ପାଇଁ ଯଥେଷ୍ଟ ହେବା ଓ ନ ଅଣ୍ଟିବା (ପଦାର୍ଥ) (things) Either sufficient or deficient for any object.

  3. ସାମାନ୍ୟରେ ଊଣା Slightly insufficient; hardly sufficient.

  4. କଣ୍ଟିକାଣ୍ଟି ହୋଇ ଅଣ୍ଟିବା (ବସ୍ତୁ)  Barely sufficient.