Back

ଅଂଶହାରୀ


  1. Aṁṡahara (ଅଂଶହରା—ସ୍ତ୍ରୀ) (ସଂ. ବିଣ.) -ଅଂଶଗ୍ରାହୀ Receiving a share.

  2. ଯେଉଁ ବ୍ୟକ୍ତି ପରର ନ୍ୟାର୍ଯ୍ୟ ଅଂଶକୁ ଲୋପ କରେ Depriving a person of his legitimate share.

  3. ଦାୟାଦ, ଉତ୍ତରାଧିକାରୀ Heir; successor.