Back

ଆୟତ<>ଆୟତ୍ତ

ଆୟତ :

1. ସମକୋଣୀ ସମାନ୍ତରାଳ କ୍ଷେତ୍ର (A rectangular parallelogram; an oblong; rectangle)

2. ବିସ୍ତୃତ; ବିଶାଳ; ଦୀର୍ଘ (Extended; long)



ଆୟତ୍ତ :

1. ବଶୀଭୂତ; ଅଧୀନ (Subject to; tractable; manageable; docile under one's control)