Back

ଅପ୍ରାପ୍ତ<>ଅପ୍ରାପ୍ତ

ଅପ୍ରାପ୍ତ :




  1. ଅଲବ୍ଧ; ଯାହା ମିଳି ନାହିଁ Not received; not attained.

  2. ଅନଧିଗତ; ଯାହାର ନିକଟରେ ଲୋକ ପହଞ୍ଚି ପାରି ନାହିଁ Unreached.

  3. ଅଲଭ୍ୟ; ଯାହା ମିଳେ ନାହିଁ Not to be got.



ଅପ୍ରାପ୍ତ ପରେ ବୟସ ଲାଗିଲେ :




  1. ଯେ ଉପଯୁକ୍ତ ବୟସ ପ୍ରାପ୍ତ ହୋଇ ନାହିଁ; ନାବାଳକ ବା ନାବାଳିକା Minor; not yet come of age.

  2. ସେହିପରି ଅପ୍ରାପ୍ତ ଯୌବନ/ଯୌବନା ଇତ୍ୟାଦି