ମଧୁ :
1. ମହୁ (Honey)
2. ମିଠା (Sweet).
3. ସ୍ନିଗ୍ଧ (Mild; agreeable)
4. ଫୁଲ ମଧ୍ୟରେ ଥିବା ମକରନ୍ଦ (Nectar or sweet juice found inside flowers)
5. ମଦ; ମଦ୍ୟ (Wine)
6. ସୁମିଷ୍ଟ ରସ; ମଧୁର ରସ; ମିଠା (Sweet juice; things of sweet taste. 5. ଜଳ (Water)
7. ବସନ୍ତ କାଳ (The spring season)
8. କାମଦେବଙ୍କ ଅନୁଚର (The companion of the God Cupid)
9. ମଧୁଦ୍ରୁମ; ଆମ୍ବଗଛ (Mango tree)
10. ମହୁଲ ଗଛ (Mahwa; Bassia Latifolia (tree)
11. ଚୈତ୍ରମାସ (The lunar month of Chaitra)
12. ବିଷ୍ଣୁଙ୍କ କର୍ଣ୍ଣମଳରୁ ଜାତ ଦୈତ୍ୟବିଶେଷ (Name of a demon said to have sprung from the ear-wax of Bishnu)
13. ମଧୁବନ; ରାବଣର ଉଦ୍ୟାନ (The pleasure garden of the demon Raban)
14. ମଧୁସୂଦନର ଡାକ ନାମ (Name for calling Madhusudan)
ମଧୂ :
1. ମଧୁର ଅପଭ୍ରଂଶ
2. ମଧୂଲିକା, ମଧୂଲୀ, ମଧୂରିକା ଇତ୍ୟାଦି (ୂ) କାର ଲେଖାଯାଇପାରେ