ପେସା :
1. ବ୍ୟବସାୟ; ଜୀବିକା Livelihood; profession.
ପେଷା :
1. ପ୍ରେଷିତ; ପ୍ରେରିତ Sent.
2. ପିଷ୍ଟ; ଚୂରା ଯାଇଥିବା Pounded
ପେଶା :
1. ଜୀବିକା; ଦାନା ପାଣି, ବୃତ୍ତି Livelihood; employment; profession; means or living.
2. ଘଟଣା; ବ୍ୟାପାର; କାର୍ଯ୍ୟ Event; work; action.
3. କାରବାର Trade.