Back
ପଲ୍ଲି <> ପଲ୍ଲୀ
ପଲ୍ଲି :
1. ପଡ଼ା, ଛୋଟ ଗ୍ରାମ (Hamlet, small village)
2. ଝିଟିପିଟି, ଗୃହ ଗୋଧିକା (House, lizard)
3. ଗ୍ରାମ (Village)
4. କୁଡ଼ିଆ, କୁଟୀର (Cottage, hut)
5. ଗୃହ, ବାସ ସ୍ଥାନ (House; station)
ପଲ୍ଲୀ (ପଲ୍ଲିର ଅନ୍ୟରୂପ)
1. ପଡ଼ା, ଛୋଟ ଗ୍ରାମ (Hamlet, small village)
2. ଝିଟିପିଟି, ଗୃହ ଗୋଧିକା (House, lizard)
ବି.ଦ୍ର. : ମୂଳଶବ୍ଦ ପରେ କୌଣସି ଅନ୍ୟ ଶବ୍ଦ ନଥିଲେ (ୀ) ହେବ (ଯଥା : ନୂଆପଲ୍ଲୀ, କରଡ଼ାପଲ୍ଲୀ) ମୂଳଶବ୍ଦପରେ କୌଣସି ଶବ୍ଦ ରହିଥିଲେ ସେଠାରେ (ି) ହେବ (ଯଥା : ପଲ୍ଲିପଡ଼ା, ପଲ୍ଲିବାସୀ, ପଲ୍ଲିସାହି)