Back

ରୁପା <> ରୂପା

ରୁପା :


1. ରଜତ; ରୌପ୍ୟ ଧାତୁ (Silver)

2. ରୌପ୍ୟ ନିର୍ମିତ (Made of silver)



ରୂପା : (ରୁପାର ଅନ୍ୟ ରୂପ)

1. ଶୁକ୍ଳବର୍ଣ୍ଣ ଧାତୁ ବିଶେଷ; ରୌପ୍ୟ; ଚାନ୍ଦି (Silver; Argentum)

2. ମିଶା ରୂପା (Mixed silver)

3. ନାମ ବିଶେଷ (Name of the person)