Back

ମତ <> ମତ୍ତ

ମତ :


1. ମନର ଭାବ Idea; thought.

2. ପରାମର୍ଶ; ଉପଦେଶ Advice.

3. ଉଦ୍ଦେଶ୍ୟ; ଅଭିପ୍ରାୟ; ଆଶୟ Intention; aim.

4. ବିଶ୍ୱାସ Faith; belief.

5. ମନ୍ତବ୍ୟ Remark.

6. ଇଚ୍ଛା Wish; desire.

7. ଅଭିମତ Opinion; choice.

8. ଜ୍ଞାନ Knowledge.

9. ଗୁଗ୍ଗୁଳ; ଅଗୁରୁ Agallochium.

10. ହସ୍ତୀ Elephant.

11. ପ୍ରକାର; ରୀତି Mode; manner.

12. କୌଣସି ବିଷୟରେ ମନରେ ସ୍ଥିରୀକୃତ ଭାବ; ମତବାଦ View; doctrine.

13. ମେଘ Cloud.

14. ଧର୍ମର ବିଶ୍ୱାସ Religious belief; creed; tenet.

15. ସମ୍ମତି; ମଞ୍ଜୁରି; ଅନୁକୂଳ ମତ Approbation; commendation; sanction (Apte).



ମତ୍ତ :



1. ଉନ୍ମତ୍ତ; ପ୍ରମତ୍ତ; ପାଗଳ Maddened; overcome with extreme excitement.

2. ମତୁଆଳ; ନିଶାରେ ବିହ୍ୱଳ ବା ଭୋଳ Intoxicated.

3. ଅତ୍ୟନ୍ତ ହୃଷ୍ଟ Excited with delight; overjoyed.

4. କ୍ରୋଧାନ୍ଧ; କ୍ରୋଧରେ ଜ୍ଞାନଶୂନ୍ୟ Maddened with anger; blinded with rage.



ବି.

1. କୋକିଳ Cuckoo.

2. ବାୟା ହାତୀ; ଉନ୍ମତ୍ତ ବା କ୍ରୋଧାନ୍ଧ ହସ୍ତୀ An elephant maddened with rage.

3. ମଦମତ୍ତ ହସ୍ତୀ An elephant in rut.

4. ମହିଷ Buffalo.

5. ଧୂସ୍ତୂର; ଧାତୁରା The Datura Fastuosa (plant, fruit and flower).