Similar Word: Result Page 1
Back
ପରି <> ପରୀ
ପରି:
- ସମ୍ପୂର୍ଣ୍ଣ ରୂପେ; ସର୍ବତୋଭାବରେ Completely. ଯଥା - ପରିଚ୍ଛଦ; ପରିଣୟ, ପରିତ୍ୟାଗ।
- ଚତୁର୍ଦ୍ଦିଗରେ On all sides; around. ଯଥା - ପରିକ୍ରମା, ପରିକ୍ଷିପ୍ତ, ପରିବ୍ୟାପ୍ତ।
- ଅତିଶୟ; ଅତ୍ୟନ୍ତ Very much.
- କ୍ରମଶଃ; ବାରମ୍ବାର Repeatedly; gradually. ଯଥା - ପରିଚ୍ଛଦ; ପରିବେଷଣ।
- ଭାଗ Part.
- ବ୍ୟକ୍ତିର ନାମ Name of the person.
ପରୀ:
- ଅପ୍ସରା; ପକ୍ଷଯୁକ୍ତ ସୁନ୍ଦରୀ ଦେବଯୋନିବିଶେଷ Fairy; nymph.