Back

ମହି <> ମହୀ

ମହି :

1. ପୃଥିବୀ; ଧରଣୀ (The earth)

2. ଭୂମି (The ground)

3. ଖଟା ଦହି (Foetid curd)



ମହୀ (ମହିର ଅନ୍ୟରୂପ):

1. ପୃଥିବୀ; ଧରଣୀ (The earth)





ବି.ଦ୍ର.: ପୃଥିବୀ (ସ୍ତ୍ରୀ ଲିଙ୍ଗ) ହୋଇଥିବାରୁ ମହୀ (ୀ) ଲେଖିବା ବିଦିତ। ତେବେ ମହିମଣ୍ଡଳ, ମହିପୁର ଆଦିରେ ( ି ) ଲେଖା ଯାଇପାରେ।