Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Language Section
Hills & mountain ପାହାଡ଼ ଓ ପର୍ବତ
କ୍ର.ସଂ
ନାମ
କେଉଁ ଜିଲାରେ ଅବସ୍ଥିତ
୦୧
ଦେଓମାଳି
କୋରାପୁଟ
୦୨
ପୋଲମାକାଇନ
କୋରାପୁଟ
୦୩
ମାଲ୍ୟଗିରି
ମୟୂରଭଞ୍ଜ
୦୪
ମହାଗିରି
କଟକ
୦୫
ନୀଳଗିରି
ବାଲେଶ୍ବର
୦୬
ଚନ୍ଦ୍ରଗିରି
କାରାପୁଟ
୦୭
ବାଙ୍କାଶ୍ୟାମ
କଳାହାଣ୍ଡି
୦୮
ମାଙ୍କଡ଼ନଚା
ମୟୂରଭଞ୍ଜ
୦୯
ମେଘାସନ
ମୟୂରଭଞ୍ଜ
୧୦
ବରମା
ଗଞ୍ଜାମ
୧୧
ଗନ୍ଧମାର୍ଦନ
କେନ୍ଦୁଝର
୧୨
ମୁଣ୍ଡୁଳା
ପୁରୀ
୧୩
କପିଳାସ
ଢେଙ୍କାନାଳ
୧୪
ସୀତାବାଞ୍ଜି
କେନ୍ଦୁଝର
୧୫
ହରିଶଙ୍କର
ବଲାଙ୍ଗିର
୧୬
ଉଦୟଗିରି
ଖୋରଧା
୧୭
ଧଉଳିଗିରି
ଖୋରଧା
୧୮
ମଣିନାଗ
ନୟାଗଡ଼
୧୯
ଲଳିତଗିରି
କଟକ
୨୦
ଘଣ୍ଟଶିଳା
ପୁରୀ (ଚିଲିକା)
୨୧
ତାରାତାରିଣୀ
ଗଞ୍ଜାମ
୨୨
ଜଳୌକା
ଯାଜପୁର
୨୩
ପଞ୍ଚଧାରା
ଅନୁଗୋଳ
୨୪
ରାଜଗିରି
ପୁରୀ
୨୫
ମଳୟଗିରି
ଅନୁଗୋଳ
୨୬
ମହେନ୍ଦ୍ରଗିରି
ଗଞ୍ଜାମ
୨୭
ଗୋନାସିକା
କେନ୍ଦୁଝର
୨୮
ଖଣ୍ଡଗିରି
ଖୋରଧା
୨୯
ବରୁଣେଈ
ଖୋରଧା
୩୦
ରତ୍ନଗିରି
କଟକ
୩୧
ନିମଗିରି
ରାୟଗଡ଼ା
୩୨
ମାମୁଭଣଜା
ପୁରୀ (ଚିଲିକା)
୩୩
ମହା ବିନାୟକ
ଯାଜପୁର
୩୪
ନୃସିଂହନାଥ
ବଲାଙ୍ଗିର
Go back to main page