Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Language Section
Bigest, longest & highest ବୃହତ୍ତମ, ଦୀର୍ଘତମ ଓ ଉଚ୍ଚତମ
କ୍ର.ସଂ
ସ୍ଥାନ
ନାମ
୦୧
ବୃହତ୍ତମ ଓ ଦୀର୍ଘତମ ନଦୀ
ମହାନଦୀ
୦୨
ବୃହତ୍ତମ ହ୍ରଦ
ଚିଲିକା
୦୩
ବୃହତ୍ତମ ଗ୍ରାମ
ଭୁବନ (ଢେଙ୍କାନାଳ)
୦୪
ବୃହତ୍ତମ ଜିଲ୍ଲା
ମୟୂରଭଞ୍ଜ (ଆୟତନ)
୦୫
ବୃହତ୍ତମ ଜିଲ୍ଲା
ଗଞ୍ଜାମ (ଲୋକସଂଖ୍ୟା)
୦୬
ବୃହତ୍ତମ ସହର
କଟକ
୦୭
ବୃହତ୍ତମ ପଞ୍ଚାୟତ ସମିତି
ବୋରିଗୁମ୍ମା
୦୮
ବୃହତ୍ତମ ମଠ
ଏମାର ମଠ (ପୁରୀ)
୦୯
ବୃହତ୍ତମ ଦାଣ୍ଡ
ବଡ଼ଦାଣ୍ଡ (ପୁରୀ)
୧୦
ବୃହତ୍ତମ ରୋଷଶାଳା
ଜଗନ୍ନାଥ ମନ୍ଦିର, ପୁରୀ
୧୧
ବୃହତ୍ତମ ଷ୍ଟାଡ଼ିୟମ
ବାରବାଟୀ ଷ୍ଟାଡ଼ିୟମ (କଟକ)
୧୧
ବୃହତ୍ତମ ମହାବିଦ୍ୟାଳୟ
କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ (ବେସରକାରୀ)
୧୨
ବୃହତ୍ତମ ମହାବିଦ୍ୟାଳୟ
ରେଭେନ୍ସା ମହାବିଦ୍ୟାଳୟ (କଟକ)
୧୩
ବୃହତ୍ତମ ବିଦ୍ୟାଳୟ
ରାଣୀହାଟ ଉଚ୍ଚ ବିଦ୍ୟାଳୟ (କଟକ)
୧୪
ବୃହତ୍ତମ ବିଶ୍ବବିଦ୍ୟାଳୟ
ଉତ୍କଳ ବିଶ୍ବବିଦ୍ୟାଳୟ (ଭୁବନେଶ୍ବର)
୧୫
ବୃହତ୍ତମ ପୁସ୍ତକ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
୧୬
ବୃହତ୍ତମ ମହାକାବ୍ୟ
ସାରଳା ମହାଭାରତ
୧୭
ବୃହତ୍ତମ ପୁସ୍ତକାଳୟ
ହରେକୃଷ୍ଣ ମହତାବ ଫାଉଣ୍ଡେସନ ଲାଇବ୍ରେରୀ (ଭୁବନେଶ୍ବର)
୧୮
ବୃହତ୍ତମ ସଂଗ୍ରହାଳୟ
ଜୟଦେବ ରାଜ୍ୟ ସଂଗ୍ରହାଳୟ (ଭୁବନେଶ୍ବର)
୧୯
ବୃହତ୍ତମ ଶିଳ୍ପ କାରଖାନା
ରାଉରକେଲା ଇସ୍ପାତ କାରଖାନା (ରାଉରକେଲା)
୨୦
ବୃହତ୍ତମ ବନ୍ଦର
ପାରାଦ୍ବୀପ ବନ୍ଦର
୨୧
ବୃହତ୍ତମ ରେଳ ଜଙ୍କ୍ସନ
ଖୋରଧା ଜଙ୍କ୍ସନ
୨୨
ବୃହତ୍ତମ ବିମାନ ବନ୍ଦର
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର (ଭୁବନେଶ୍ବର)
୨୩
ବୃହତ୍ତମ ଛାପାଖାନା
ସରକାରୀ ମୁଦ୍ରଣାଳୟ (କଟକ)
୨୪
ବୃହତ୍ତମ ଭେଷଜ ମହାବିଦ୍ୟାଳୟ
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (କଟକ)
୨୫
ବୃହତ୍ତମ ହୋମିଓପାଥି ଡାକ୍ତରଖାନା
ଅଭିନ୍ନ ଚନ୍ଦୟ ମେଡ଼ିକାଲ କଲେଜ ଓ ହସ୍ପିଟାଲ (ଭୁବନେଶ୍ବର)
୨୬
ବୃହତ୍ତମ ସିନେମା ହଲ୍
ରାଜତରଙ୍ଗିଣୀ (କଟକ)
୨୭
ବୃହତ୍ତମ ଚିଡ଼ିଆଖାନା
ନନ୍ଦନକାନନ ପ୍ରାଣୀ ଉଦ୍ୟାନ (ଭୁବନେଶ୍ବର)
୨୮
ବୃହତ୍ତମ ଦୁର୍ଗ
ବାରବାଟୀ ଦୁର୍ଗ (କଟକ)
୨୯
ବୃହତ୍ତମ ପଡ଼ିଆ
ବାଲିଯାତ୍ରା ପଡ଼ିଆ (କିଲ୍ଲା ପଡ଼ିଆ) (କଟକ)
୩୦
ବୃହତ୍ତମ ଗୋଦାମ
ମାଲଗୋଦାମ (କଟକ)
୩୦
ବୃହତ୍ତମ ବସ୍ଷ୍ଟାଣ୍ଡ
ବରମୁଣ୍ଡା ବସ୍ଷ୍ଟାଣ୍ଡ (ଭୁବନେଶ୍ବର)
୩୧
ବୃହତ୍ତମ ପାଚେରି
ମେଘନାଦ ପାଚେରି (ପୁରୀ)
୩୨
ବୃହତ୍ତମ ହୋଟେଲ୍
ମେ ଫେୟାର ଲାଗୁନ୍ (ଭୁବେନେଶ୍ବର)
୩୩
ବୃହତ୍ତମ ଧାନ ଗବେଷଣା କେନ୍ଦ୍ର
ସିଆରଆରଆଇ (କଟକ)
୩୪
ବୃହତ୍ତମ ମତ୍ସ୍ୟ ଗବେଷଣାଗାର
କୌଶଲ୍ୟାଗଙ୍ଗ (ଭୁବନେଶ୍ବର)
୩୫
ବୃହତ୍ତମ ନଦୀବନ୍ଧ
ହୀରାକୁଦ (ସମ୍ବଲପୁର)
୩୬
ଉଚ୍ଚତମ ପର୍ବତ
ଦେଓମାଳି (କୋରାପୁଟ)
୩୭
ଉଚ୍ଚତମ ଜଳପ୍ରପାତ
ବରେହିପାଣି
୩୮
ଉଚ୍ଚତମ କୋଠା
ୱାର୍ଲଡ ଟ୍ରେଡ ସେଣ୍ଟର (ଭୁବନେଶ୍ବର)
୩୯
ଉଚ୍ଚତମ ମନ୍ଦିର
ଲିଙ୍ଗରାଜ ମନ୍ଦିର (ଭୁବନେଶ୍ବର)
୪୦
ଶ୍ରେଷ୍ଠ କାରୁକାର୍ଯ୍ୟ ମନ୍ଦିର
ସୂର୍ଯ୍ୟ ମନ୍ଦିର (କୋଣାର୍କ)
୪୧
ଦୀର୍ଘତମ ପୋଲ ଓ ରେଳ ପୋଲ
ମହାନଦୀ (ଜଗତପୁର-କଟକ)
୪୨
ଦୀର୍ଘତମ କୋଠା
ରାଜ୍ୟ ସଚିବାଳୟ (ଭୁବନେଶ୍ବର)
୪୩
ଦୀର୍ଘତମ ଗଣ୍ଡ
ସାତକୋଶିଆ (ଟିକରପଡ଼ା)
୪୪
ଦୀର୍ଘତମ ସୁଡ଼ଙ୍ଗପଥ
ମାଲିଗୁଡ଼ା (କୋରାପୁଟ)
୪୫
ଦୀର୍ଘତମ ଗୁମ୍ଫା
ରାଣୀଗୁମ୍ଫା, ଉଦୟଗିରି (ଭୁବନେଶ୍ବର)
୪୬
ଦୀର୍ଘତମ ଓ ଉଚ୍ଚତମ ଘାଟି
ସାଲୁରି ଘାଟି (କୋରାପୁଟ)
୪୭
ଦୀର୍ଘତମ ବିଦ୍ୟୁତ୍ ଲାଇନ୍
ବାଲିମେଳା-ତାଳଚେର
୪୮
ଦୀର୍ଘତମ ପ୍ଲାଟଫର୍ମ
ଖୋରଧା ରୋଡ୍
୪୯
ଦୀର୍ଘତମ ସଡ଼କ ପଥ
କଟକ-ଜୟପୁର
୫୦
ଦୀର୍ଘତମ ବେଳାଭୂମି
ଚାନ୍ଦିପୁର, ବାଲେଶ୍ବର
୫୧
ବଡ଼ ଯାତ୍ରା
ରଥଯାତ୍ରା (ପୁରୀ)
୫୨
ବଡ଼ଭୋଗ
ଜଗନ୍ନାଥଙ୍କ ଭୋଗ (ଅବଢ଼ା), ପୁରୀ
୫୩
ବଡ଼ରାଜା
ପୁରୀର ରାଜା
୫୪
ବଡ଼ ପୋଖରୀ
ବିନ୍ଦୁସାଗର (ଭୁବନେଶ୍ବର)
୫୫
ବଡ଼ ଝରଣା
ଅଟ୍ରି (ଖୋରଧା)
୫୬
ମନ୍ଦିରମାଳିନୀ ସହର
ଭୁବନେଶ୍ବର
୫୭
ଦୀର୍ଘତମ ଫ୍ଲାଇ ଓଭରବ୍ରିଜ
ରେମୁଣା, ବାଲଶ୍ବର
୫୮
ବୃହତ୍ତମ ରେଡିଓ ଷ୍ଟେସନ
ଆକାଶବାଣୀ, କଟକ
୫୯
ବୃହତ୍ତମ ଫିଲ୍ମ ଷ୍ଟୁଡିଓ
କଳିଙ୍ଗ ଷ୍ଟୁଡିଓ, ଭୁବନେଶ୍ବର
୬୦
ବୃହତ୍ତମ ଦୈନିକ ହାଟ
କ୍ୟାପିଟାଲ ଡେଲି ମାର୍କେଟ (ଭୁବନେଶ୍ବର)
୬୧
ବୃହତ୍ତମ ବଜାର
ଚୌଧୁରୀ ବଜାର (କଟକ)
୬୨
ବୃହତ୍ତମ ୱାଟର ପାର୍କ
କୁରାଙ୍ଗ ଶାସନ (କଟକ)
୬୩
ଶ୍ରେଷ୍ଠ ଭୋଗ
ମହାପ୍ରସାଦ (ପୁରୀ)
୬୪
ଶ୍ରେଷ୍ଠ ରାଜା
ଗଜପତି ମହାରାଜା (ପୁରୀ)
୬୫
ବୃହତ୍ତମ ଗ୍ରାମ ପଞ୍ଚାୟତ
ବୋରିଗୁମ୍ମା
୬୬
ପ୍ରସିଦ୍ଧ ଯାତ୍ରା
ଦୁର୍ଗାପୂଜା / ବାଲିଯାତ୍ରା (କଟକ)
୬୭
ଦୀର୍ଘତମ ହାଟ
କଣ୍ଟିଲୋ
୬୮
ବୃହତ୍ତମ ଆଲୁମିନିୟମ କାରଖାନା
ନାଲକୋ, ଅନୁଗୋଳ
୬୯
ବୃହତ୍ତମ ରଥ
ତାଳଧ୍ବଜ (ପୁରୀ)
୭୦
ବୃହତ୍ତମ ଯୁଦ୍ଧ
କଳିଙ୍ଗ ଯୁଦ୍ଧ
୭୧
ଦୀର୍ଘତମ ମନ୍ଦିର
ଜଗନ୍ନାଥ ମନ୍ଦିର (ପୁରୀ)
୭୨
ବୃହତ୍ତମ ପାର୍କ
ଏକାମ୍ର କାନନ (ଭୁବନେଶ୍ବର)
୭୩
ବୃହତ୍ତମ ବତିଘର
ବାଲେଶ୍ବର
୭୪
ବୃହତ୍ତମ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର
ପାଇକମାଳ (ଢେଙ୍କାନାଳ)
୭୫
ବୃହତ୍ତମ ଖଣି
ତାଳଚେର କୋଇଲା ଖଣି
Go back to main page