Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Language Section
ରାଜସ୍ବ ଡିଭିଜନ
ଓଡ଼ିଶାକୁ ୩ ଗୋଟି ରାଜସ୍ବ ଡିଭିଜନରେ ବିଭକ୍ତ କରାଯାଇଛି
ଅଞ୍ଚଳ(ଖଣ୍ଡ)
ଜିଲା
କେନ୍ଦ୍ରାଞ୍ଚଳ
ଏହାର ମୁଖ୍ୟ କାର୍ଯ୍ୟାଳୟ କଟକଠାରେ ଅବସ୍ଥିତ। ଏହା ଅଧୀନରେ ରହିଛି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଖୋରଧା, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲା।
ଉତ୍ତରାଞ୍ଚଳ
ଏହି ଡିଭିଜନର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁରଠାରେ ଅବସ୍ଥିତ। ଏହା ଅଧୀନରେ ରହିଛି ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବରଗଡ଼, ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଜିଲା।
ଦକ୍ଷିଣାଞ୍ଚଳ
ଏହାର ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁରଠାରେ ଅବସ୍ଥିତ। ଏହା ଅଧୀନରେ ରହିଛି ଗଞ୍ଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ବୌଦ ଜିଲା
Go back to main page