Proverb : Odia - English

ID Odia English
1 ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ Mother and Motherland are superior to heaven.
2 ନାହିଁ ମାମୁ ଠାରୁ କଣା ମାମୁ ଭଲ Something is better then nothing.
3 ଏକତା ହିଁ ବଳ Unit is strength.
4 ଯାହାକୁ ରଖି​‌ବେ ଅନନ୍ତ କି କରି ପାରେ ବଳବନ୍ତ What god wills, no trust can kill
5 ଭଦ୍ରତା ଶ୍ରେଷ୍ଠ ଅଳଙ୍କାର Courtesy is the best ornament.
6 ସ୍ବାସ୍ଥ୍ୟ ହିଁ ସମ୍ପଦ Health is Wealth
7 ଜୋର ଯାର ମୂଲକ ତାର Might is Right
8 ଅକାଳ ଚଡ଼କ A bolt from the blue
9 ଅତି ଗର୍ବେ ହତ ଲଙ୍କା Pride goes before a fall
10 ଅତି ପରିଚୟେ ଗୌରବ ନଷ୍ଟ Familiarity breeds contempt
11 ଅତି ଭକ୍ତି ଚୋରର ଲକ୍ଷଣ Too much courtesy too much craft
12 ଆୟକୁ ଦେଖି ବ୍ୟୟ କର Cut your coat according to your cloth.
13 ନିଜେ ଭଲ ତ ଦୁନିଆ ଭଲ Good mind, good find.
14 ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ Harm watch, harm catch.
15 ଠିକିଲେ ଶିଖନ୍ତି Experience teaches better than wisdom.
Page 1 of 2