Airports ବମାନ ବନ୍ଦର

 
Location Airport ICAO IATA Operator Category Role
Angul Savitri Jindal Airport VEAL Jindal Steel and Power Private Private
Balangir Tusura Airstrip VETS Government of Odisha Public Flying School
Barbil Barbil Tonto Airstrip VEBL Jindal Steel and Power Public Private
Dhamra Dhamra Airstrip Dhamra Port Company Public Private
Bargarh Satibhata Airstrip VEPP Government of Odisha Public Non-operational
Baripada Rasgovindpur Airstrip Indian Air Force Military Closed
Bhawanipatna Utkela Airport VEUK UKE Airports Authority of India Domestic Commercial
Bhubaneswar Biju Patnaik International Airport VEBS BBI Airports Authority of India International Commercial
Brahmapur Rangeilunda Airport VEBM QBM Airports Authority of India Domestic Non-operational
Cuttack Charbatia Air Base VE62 Aviation Research Centre Military Military
Dhenkanal Birasal Airstrip Government of Odisha Public Flying School
Jajpur Sukinda Airstrip Tata Steel Private Private
Jeypore Jeypore Airport VEJP PYB Airports Authority of India Domestic Commercial
Jharsuguda Jharsuguda Airport VEJH JRG Airports Authority of India Domestic Commercial
Kendujhar Raisuan Airstrip VEKJ Government of Odisha Public Non-operational
Lanjigarh Lanjigarh Airstrip Vedanta Resources Private Private
Malkangiri Malkangiri Airport Airports Authority of India Public Non-operational
Nuapada Nuapada Airstrip VENP Government of Odisha Public Non-operational
Phulbani Gudari Airstrip VEPN Government of Odisha Public Non-operational
Rairangpur Rairangpur Airstrip Government of Odisha Public Non-operational
Rayagada Gunupur Airstrip Government of Odisha Public Non-operational
Rayagada Therubali Airstrip Indian Metals and Ferro Alloys Private Private
Rourkela Rourkela Airport VERK RRK Airports Authority of India Domestic Commercial
Sambalpur Hirakud Airstrip VEHK Government of Odisha Public Non-operational
Proposed
Puri Puri International Airport Government of Odisha International Future

Ports ନୌବନ୍ଦର

Port name Location Type Category Status Authority
Paradip Port Paradip, Jagatsinghpur Major Seaport Operational Government of India
Dhamra Port Dhamra, Bhadrak Minor Seaport Operational Dhamra Port Company Limited
Gopalpur Port Gopalpur, Ganjam Minor Seaport Operational Gopalpur Port Limited
Subarnarekha Port Chaumukh, Balasore Minor Seaport Under Construction Subarnarekha Port Private Limited
Astaranga Port Astaranga, Puri Minor Seaport Under Construction  
Jatadhar Port Nuagan, Jagatsinghpur Minor Captive jetty Under Construction  
Mahanadi Port Akhadasali, Kendrapara Minor Riverine port Proposed  
Bahuda Port Sonapur, Ganjam Minor Seaport Proposed Paradip Port Authority/Government of India

Public Gardens ପାର୍କ

କ୍ର.ସଂ ନାମ ସହର / ଜିଲା
୦୧ ଇନ୍ଦିରା ଗାନ୍ଧୀ ପାର୍କ ଭୁବନେଶ୍ବର (ଖୋରଧା)
୦୨ ଇନ୍ଦିରା ଗାନ୍ଧୀ ପାର୍କ ରାଉରକେଲା (ସୁନ୍ଦରଗଡ଼)
୦୩ ଫରେଷ୍ଟ ପାର୍କ ଭୁବନେଶ୍ବର (ଖୋରଧା)
୦୪ ସାଇନ୍ସ ପାର୍କ ଭୁବନେଶ୍ବର (ଖୋରଧା)
୦୫ ଗୌରୀଶଙ୍କର ପାର୍କ କଟକ (କଟକ)
୦୬ ଗୋପବନ୍ଧୁ ପାର୍କ କଟକ (କଟକ)
୦୭ ବଟାନିକାଲ ପାର୍କ ଭୁବନେଶ୍ବର (ଖୋରଧା)
08 ଏକାମ୍ରକାନନ ଭୁବନେଶ୍ବର (ଖୋରଧା)
 ୦୯ ନିକୋ ପାର୍କ  ଭୁବନେଶ୍ବର (ଖୋରଧା)
 ୧୦ ବିଜୁ ପଟ୍ଟନାୟକ ପାର୍କ ଭୁବନେଶ୍ବର (ଖୋରଧା)

Stadium ଷ୍ଟାଡିୟମ

କ୍ର.ସଂ ନାମ ସହର ଜିଲା
୦୧ ବାରବାଟୀ ଷ୍ଟାଡିୟମ କଟକ କଟକ
୦୨ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବର ଖୋରଧା
୦୩ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ କଟକ କଟକ
୦୪ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ସମ୍ବଲପୁର ସମ୍ବଲପୁର
୦୫ ବ୍ରହ୍ମପୁର ଷ୍ଟାଡିୟମ ବ୍ରହ୍ମପୁର ବ୍ରହ୍ମପୁର
୦୬ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ରାଉରକେଲା ସୁନ୍ଦରଗଡ଼
୦୭ ଇଷ୍ଟକୋଷ୍ଟ ରେଲୱେ ଷ୍ଟାଡିୟମ କଟକ କଟକ
୦୮ ସତ୍ୟବ୍ରତ ଷ୍ଟାଡିୟମ କଟକ କଟକ
୦୯ ମାଲକାନଗିରି ଷ୍ଟାଡିୟମ ମାଲକାନଗିରି ମାଲକାନଗିରି
୧୦ କେନ୍ଦୁଝର ଷ୍ଟାଡିୟମ କେନ୍ଦୁଝର କେନ୍ଦୁଝର

National Parks & Wildlife Sanctuaries ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ

କ୍ର.ସଂ ନାମ ସଂରକ୍ଷଣ ଜିଲା
୦୧ ଶିମିଳିପାଳ ବ୍ୟାଘ୍ର, ହସ୍ତୀ ମୟୂରଭଞ୍ଜ
୦୨ ଭିତରକନିକା କୁ୍ମ୍ଭୀର କେନ୍ଦ୍ରାପଡ଼ା
୦୩ ନନ୍ଦନକାନନ ବ୍ୟାଘ୍ର ଓ ଅନ୍ୟାନ୍ୟ ଜନ୍ତୁ ଖୋରଧା
୦୪ ଚିଲିକା (ନଳବଣ)   ପୁରୀ
୦୫ ସାତକୋଶିଆ   ଅନୁଗୋଳ
୦୬ ଗହୀରମଥା   କେନ୍ଦ୍ରାପଡ଼ା
୦୭ ଚନ୍ଦକା ଡମପଡ଼ା   ଖୋରଧା/କଟକ
୦୮ ବାଲୁଖଣ୍ଡ- କୋଣାର୍କ   ପୁରୀ
୦୯ ଡେବ୍ରିଗଡ଼   ସମ୍ବଲପୁର
୧୦ ହଦଗଡ଼   କେନ୍ଦୁଝର
୧୧ ସୁନାବେଡ଼ା   କୋରାପୁଟ

Bigest, longest & highest ବୃହତ୍ତମ, ଦୀର୍ଘତମ ଓ ଉଚ୍ଚତମ

କ୍ର.ସଂ ସ୍ଥାନ ନାମ
୦୧ ବୃହତ୍ତମ ଓ ଦୀର୍ଘତମ ନଦୀ ମହାନଦୀ
୦୨ ବୃହତ୍ତମ ହ୍ରଦ ଚିଲିକା
୦୩ ବୃହତ୍ତମ ଗ୍ରାମ ଭୁବନ (ଢେଙ୍କାନାଳ)
୦୪ ବୃହତ୍ତମ ଜିଲ୍ଲା ମୟୂରଭଞ୍ଜ (ଆୟତନ)
୦୫ ବୃହତ୍ତମ ଜିଲ୍ଲା ଗଞ୍ଜାମ (ଲୋକସଂଖ୍ୟା)
୦୬ ବୃହତ୍ତମ ସହର କଟକ
୦୭ ବୃହତ୍ତମ ପଞ୍ଚାୟତ ସମିତି ବୋରିଗୁମ୍ମା
୦୮ ବୃହତ୍ତମ ମଠ ଏମାର ମଠ (ପୁରୀ)
୦୯ ବୃହତ୍ତମ ଦାଣ୍ଡ ବଡ଼ଦାଣ୍ଡ (ପୁରୀ)
୧୦ ବୃହତ୍ତମ ରୋଷଶାଳା ଜଗନ୍ନାଥ ମନ୍ଦିର, ପୁରୀ
୧୧ ବୃହତ୍ତମ ଷ୍ଟାଡ଼ିୟମ ବାରବାଟୀ ଷ୍ଟାଡ଼ିୟମ (କଟକ)
୧୧ ବୃହତ୍ତମ ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ (ବେସରକାରୀ)
୧୨ ବୃହତ୍ତମ ମହାବିଦ୍ୟାଳୟ ରେଭେନ୍ସା ମହାବିଦ୍ୟାଳୟ (କଟକ)
୧୩ ବୃହତ୍ତମ ବିଦ୍ୟାଳୟ ରାଣୀହାଟ ଉଚ୍ଚ ବିଦ୍ୟାଳୟ (କଟକ)
୧୪ ବୃହତ୍ତମ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ (ଭୁବନେଶ୍ବର)
୧୫ ବୃହତ୍ତମ ପୁସ୍ତକ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
୧୬ ବୃହତ୍ତମ ମହାକାବ୍ୟ ସାରଳା ମହାଭାରତ
୧୭ ବୃହତ୍ତମ ପୁସ୍ତକାଳୟ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଲାଇବ୍ରେରୀ (ଭୁବନେଶ୍ବର)
୧୮ ବୃହତ୍ତମ ସଂଗ୍ରହାଳୟ ଜୟଦେବ ରାଜ୍ୟ ସଂଗ୍ରହାଳୟ (ଭୁବନେଶ୍ବର)
୧୯ ବୃହତ୍ତମ ଶିଳ୍ପ କାରଖାନା ରାଉରକେଲା ଇସ୍ପାତ କାରଖାନା (ରାଉରକେଲା)
୨୦ ବୃହତ୍ତମ ବନ୍ଦର ପାରାଦ୍ବୀପ ବନ୍ଦର
୨୧ ବୃହତ୍ତମ ରେଳ ଜଙ୍କ୍‌ସନ ଖୋରଧା ଜଙ୍କ୍‌ସନ
୨୨ ବୃହତ୍ତମ ବିମାନ ବନ୍ଦର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର (ଭୁବନେଶ୍ବର)
୨୩ ବୃହତ୍ତମ ଛାପାଖାନା ସରକାରୀ ମୁଦ୍ରଣାଳୟ (କଟକ)
୨୪ ବୃହତ୍ତମ ଭେଷଜ ମହାବିଦ୍ୟାଳୟ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (କଟକ)
୨୫ ବୃହତ୍ତମ ହୋମିଓପାଥି ଡାକ୍ତରଖାନା ଅଭିନ୍ନ ଚନ୍ଦୟ ମେଡ଼ିକାଲ କଲେଜ ଓ ହସ୍ପିଟାଲ (ଭୁବନେଶ୍ବର)
୨୬ ବୃହତ୍ତମ ସିନେମା ହଲ୍‌ ରାଜତରଙ୍ଗିଣୀ (କଟକ)
୨୭ ବୃହତ୍ତମ ଚିଡ଼ିଆଖାନା ନନ୍ଦନକାନନ ପ୍ରାଣୀ ଉଦ୍ୟାନ (ଭୁବନେଶ୍ବର)
୨୮ ବୃହତ୍ତମ ଦୁର୍ଗ ବାରବାଟୀ ଦୁର୍ଗ (କଟକ)
୨୯ ବୃହତ୍ତମ ପଡ଼ିଆ ବାଲିଯାତ୍ରା ପଡ଼ିଆ (କିଲ୍ଲା ପଡ଼ିଆ) (କଟକ)
୩୦ ବୃହତ୍ତମ ଗୋଦାମ ମାଲଗୋଦାମ (କଟକ)
୩୦ ବୃହତ୍ତମ ବସ୍‌ଷ୍ଟାଣ୍ଡ ବରମୁଣ୍ଡା ବସ୍‌ଷ୍ଟାଣ୍ଡ (ଭୁବନେଶ୍ବର)
୩୧ ବୃହତ୍ତମ ପାଚେରି ମେଘନାଦ ପାଚେରି (ପୁରୀ)
୩୨ ବୃହତ୍ତମ ହୋଟେଲ୍‌ ମେ ଫେୟାର ଲାଗୁନ୍‌ (ଭୁବେନେଶ୍ବର)
୩୩ ବୃହତ୍ତମ ଧାନ ଗବେଷଣା କେନ୍ଦ୍ର ସିଆରଆରଆଇ (କଟକ)
୩୪ ବୃହତ୍ତମ ମତ୍ସ୍ୟ ଗବେଷଣାଗାର କୌଶଲ୍ୟାଗଙ୍ଗ (ଭୁବନେଶ୍ବର)
୩୫ ବୃହତ୍ତମ ନଦୀବନ୍ଧ ହୀରାକୁଦ (ସମ୍ବଲପୁର)
୩୬ ଉଚ୍ଚତମ ପର୍ବତ ଦେଓମାଳି (କୋରାପୁଟ)
୩୭ ଉଚ୍ଚତମ ଜଳପ୍ରପାତ ବରେହିପାଣି
୩୮ ଉଚ୍ଚତମ କୋଠା ୱାର୍ଲଡ ଟ୍ରେଡ ସେଣ୍ଟର (ଭୁବନେଶ୍ବର)
୩୯ ଉଚ୍ଚତମ ମନ୍ଦିର ଲିଙ୍ଗରାଜ ମନ୍ଦିର (ଭୁବନେଶ୍ବର)
୪୦ ଶ୍ରେଷ୍ଠ କାରୁକାର୍ଯ୍ୟ ମନ୍ଦିର ସୂର୍ଯ୍ୟ ମନ୍ଦିର (କୋଣାର୍କ)
୪୧ ଦୀର୍ଘତମ ପୋଲ ଓ ରେଳ ପୋଲ ମହାନଦୀ (ଜଗତପୁର-କଟକ)
୪୨ ଦୀର୍ଘତମ କୋଠା ରାଜ୍ୟ ସଚିବାଳୟ (ଭୁବନେଶ୍ବର)
୪୩ ଦୀର୍ଘତମ ଗଣ୍ଡ ସାତକୋଶିଆ (ଟିକରପଡ଼ା)
୪୪ ଦୀର୍ଘତମ ସୁଡ଼ଙ୍ଗପଥ ମାଲିଗୁଡ଼ା (କୋରାପୁଟ)
୪୫ ଦୀର୍ଘତମ ଗୁମ୍ଫା ରାଣୀଗୁମ୍ଫା, ଉଦୟଗିରି (ଭୁବନେଶ୍ବର)
୪୬ ଦୀର୍ଘତମ ଓ ଉଚ୍ଚତମ ଘାଟି ସାଲୁରି ଘାଟି (କୋରାପୁଟ)
୪୭ ଦୀର୍ଘତମ ବିଦ୍ୟୁତ୍‌ ଲାଇନ୍‌ ବାଲିମେଳା-ତାଳଚେର
୪୮ ଦୀର୍ଘତମ ପ୍ଲାଟଫର୍ମ ଖୋରଧା ରୋଡ୍‌
୪୯ ଦୀର୍ଘତମ ସଡ଼କ ପଥ କଟକ-ଜୟପୁର
୫୦ ଦୀର୍ଘତମ ବେଳାଭୂମି ଚାନ୍ଦିପୁର, ବାଲେଶ୍ବର
୫୧ ବଡ଼ ଯାତ୍ରା ରଥଯାତ୍ରା (ପୁରୀ)
୫୨ ବଡ଼ଭୋଗ ଜଗନ୍ନାଥଙ୍କ ଭୋଗ (ଅବଢ଼ା), ପୁରୀ
୫୩ ବଡ଼ରାଜା ପୁରୀର ରାଜା
୫୪ ବଡ଼ ପୋଖରୀ ବିନ୍ଦୁସାଗର (ଭୁବନେଶ୍ବର)
୫୫ ବଡ଼ ଝରଣା ଅଟ୍ରି (ଖୋରଧା)
୫୬ ମନ୍ଦିରମାଳିନୀ ସହର ଭୁବନେଶ୍ବର
୫୭ ଦୀର୍ଘତମ ଫ୍ଲାଇ ଓଭରବ୍ରିଜ ରେମୁଣା, ବାଲଶ୍ବର
୫୮ ବୃହତ୍ତମ ରେଡିଓ ଷ୍ଟେସନ ଆକାଶବାଣୀ, କଟକ
୫୯ ବୃହତ୍ତମ ଫିଲ୍ମ ଷ୍ଟୁଡିଓ କଳିଙ୍ଗ ଷ୍ଟୁଡିଓ, ଭୁବନେଶ୍ବର
୬୦ ବୃହତ୍ତମ ଦୈନିକ ହାଟ କ୍ୟାପିଟାଲ ଡେଲି ମାର୍କେଟ (ଭୁବନେଶ୍ବର)
୬୧ ବୃହତ୍ତମ ବଜାର ଚୌଧୁରୀ ବଜାର (କଟକ)
୬୨ ବୃହତ୍ତମ ୱାଟର ପାର୍କ କୁରାଙ୍ଗ ଶାସନ (କଟକ)
୬୩ ଶ୍ରେଷ୍ଠ ଭୋଗ ମହାପ୍ରସାଦ (ପୁରୀ)
୬୪ ଶ୍ରେଷ୍ଠ ରାଜା ଗଜପତି ମହାରାଜା (ପୁରୀ)
୬୫ ବୃହତ୍ତମ ଗ୍ରାମ ପଞ୍ଚାୟତ ବୋରିଗୁମ୍ମା
୬୬ ପ୍ରସିଦ୍ଧ ଯାତ୍ରା ଦୁର୍ଗାପୂଜା / ବାଲିଯାତ୍ରା (କଟକ)
୬୭ ଦୀର୍ଘତମ ହାଟ କଣ୍ଟିଲୋ
୬୮ ବୃହତ୍ତମ ଆଲୁମିନିୟମ କାରଖାନା ନାଲକୋ, ଅନୁଗୋଳ
୬୯ ବୃହତ୍ତମ ରଥ ତାଳଧ୍ବଜ (ପୁରୀ)
୭୦ ବୃହତ୍ତମ ଯୁଦ୍ଧ କଳିଙ୍ଗ ଯୁଦ୍ଧ
୭୧ ଦୀର୍ଘତମ ମନ୍ଦିର ଜଗନ୍ନାଥ ମନ୍ଦିର (ପୁରୀ)
୭୨ ବୃହତ୍ତମ ପାର୍କ ଏକାମ୍ର କାନନ (ଭୁବନେଶ୍ବର)
୭୩ ବୃହତ୍ତମ ବତିଘର ବାଲେଶ୍ବର
୭୪ ବୃହତ୍ତମ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପାଇକମାଳ (ଢେଙ୍କାନାଳ)
୭୫ ବୃହତ୍ତମ ଖଣି ତାଳଚେର କୋଇଲା ଖଣି

First odia ପ୍ରଥମ ଓଡ଼ିଆ

କ୍ର.ସଂ ପ୍ରଥମ ନାମ
୦୧ ଓଡ଼ିଆ ସମ୍ରାଟ ଐର ମହାମେଘବାହନ ଖାରବେଳ
୦୨ ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବ
  ମୁଖ୍ୟମନ୍ତ୍ରୀ (ସ୍ବାଧୀନତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
  ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ
  ମନ୍ତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ
  ମନ୍ତ୍ରି ପଦ ତ୍ୟାଗ କରିଥିବା ବ୍ୟକ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ
  ବିଏ, ଏମଏ ଉପାଧି, ଓକିଲ, ବିଲାତ ଯାତ୍ରା, ବ୍ୟବସ୍ଥାପକ ଉତ୍କଳ ଗୌରବ ମଧୁସୂଦନ ଦାସ
  ଓଡ଼ିଆ ବାବୁ ମଧୁବାବୁ (ଉତ୍କଳ ଗୌରବ ମଧୁସୂଦନ ଦାସ)
  ପ୍ରଥମ ଓଡ଼ିଆ କ୍ୟାବିନେଟ ମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ
  ପ୍ରଥମ ଓଡ଼ିଆ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ
  ପ୍ରଥମ ଓଡ଼ିଆ ଗ୍ରାଜୁଏଟ ଡାକ୍ତର  ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
  ପ୍ରଥମ ଓଡ଼ିଶା ବିଧାନସଭା ବାଚସ୍ପତି ନନ୍ଦକିଶୋର ଦାସ
  ପ୍ରଥମ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ଡକ୍ଟର ପ୍ରାଣକୃଷ୍ଣ ପରିଜା
  ପ୍ରଥମ ଓଡ଼ିଆ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା
  ଲୋକସଭାରେ ପ୍ରଥମ ଓଡ଼ିଆ ବାଚସ୍ପତି ରବି ରାୟ
  ହାଇକୋର୍ଟର ପ୍ରଥମ ଓଡ଼ିଆ ମୁଖ୍ୟ ବିଚାରପତି ମାନ୍ୟବର ବୀର କିଶୋର ରାୟ
  ପ୍ରଥମ ଡକ୍ଟରେଟ ଉପାଧିପ୍ରାପ୍ତ ଓଡ଼ିଆ ଚୌଧୁରୀ ଜଗନ୍ନାଥ ଦାସ (ଭିଙ୍ଗାରପୁର)
  ପ୍ରଥମ ଓଡ଼ିଆ ଅଧ୍ୟାପକ ଅଧ୍ୟାପକ କାଶୀନାଥ ଦାସ
  ପ୍ରଥମ ଓଡ଼ିଆ ଇଞ୍ଜିନିୟର ଗ୍ରାଜୁଏଟ୍‌ ମାଧବ ଚନ୍ଦ୍ର ପଟ୍ଟନାୟକ
  ପ୍ରଥମ ଓଡ଼ିଆ ଆଇସିଏସ ଅଫିସର ନୀଳମଣି ସେନାପତି
  ପ୍ରଥମ ଓଡ଼ିଆ ଆଇଏଏସ ଅଫିସର ଶ୍ୟାମଚନ୍ଦ୍ର ତ୍ରିପାଠୀ
  ପ୍ରଥମ ଓଡ଼ିଆ ଏଣ୍ଟ୍ରାନ୍ସ ପାସ୍‌ କରିଥିବା ଛାତ୍ର ବନମାଳୀ ସିଂହ (ଢେଙ୍କାନାଳ)
  ପ୍ରଥମ ଓଡ଼ିଆ କଲେଜ ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
  ପ୍ରଥମ ଓଡ଼ିଆ ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
  ପ୍ରଥମ ଓଡ଼ିଆ ବାରିଷ୍ଟର ବିଶ୍ବନାଥ ମିଶ୍ର
  ପ୍ରଥମ ଓଡ଼ିଆ ଚିଫ୍‌ ସେକ୍ରେଟାରୀ ନାଗରୀ ମୋହନ ପଟ୍ଟନାୟକ
  ପ୍ରଥମ ଓଡ଼ିଆ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଗୋପୀନାଥ ମହାନ୍ତି
  ପ୍ରଥମ ଓଡ଼ିଆ ଏୟାର ମାର୍ଶାଲ ସରୋଜ ଜେନା
  ପ୍ରଥମ ଓଡ଼ିଆ ଭାଇସ୍‌ ଆଡମିରାଲ ହରିହର ଶର୍ମା
  ଲାୟନ୍ସ କ୍ଲବର ପ୍ରଥମ ଓଡ଼ିଆ ରାଜ୍ୟପାଳ ବସନ୍ତ କୁମାର ପାଣିଗ୍ରାହୀ
  ପ୍ରଥମ ଓଡ଼ିଆ ଆଇଏଫଏସ ଲଲାଟେନ୍ଦୁ ମାନସିଂହ
  ଆଇଏଏସରେ ପ୍ରଥମ ସ୍ଥାନ ପାଇଥିବା ପ୍ରଥମ ଓଡ଼ିଆ  ଲଲାଟେନ୍ଦୁ ମାନସିଂହ
  ପ୍ରଥମ ଓଡ଼ିଆ ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ
  ପ୍ରଥମ ଓଡ଼ିଆ ସାର୍‌ ଉପାଧିପାପ୍ତ ବାମଣ୍ଡା ରାଜା ସାର୍‌ ସୁଢଳଦେବ
  ସ୍ବାଧୀନତା ଆନ୍ଦୋଳନରେ ପ୍ରାଣଦଣ୍ଡ ପାଇଥିବା ପ୍ରଥମ ଓଡ଼ିଆ ଜୟୀ ରାଜଗୁରୁ
  ସ୍ବାଧୀନତା ଆନ୍ଦୋଳନରେ ଦୀପାନ୍ତର ଦଣ୍ଡ ଭୋଗିଥିବା ପ୍ରଥମ ଓଡ଼ିଆ କୃତ୍ତିବାସ ପାଟ୍ଟଶାଣୀ
  ପ୍ରଥମ ଓଡ଼ିଆ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର
  ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର
  ପ୍ରଥମ ଓଡ଼ିଆ କବି ସିଦ୍ଧେଶ୍ବର ପରିଡ଼ା (ସାରଳା ଦାସ)
  ପ୍ରଥମ ଓଡ଼ିଆ ଔପନ୍ୟାସିକ ରମେଶ ଚନ୍ଦ୍ର ସରକାର
  ପ୍ରଥମ ଓଡ଼ିଆ ନାଟ୍ୟକାର ଜଗମୋହନ ଲାଲା
  ପ୍ରଥମ ଓଡ଼ିଆ ସମ୍ପାଦିକ ରେବା ରାୟ
  ପ୍ରଥମ ଓଡ଼ିଆ ଆକାଶବାଣୀ ସମ୍ବାଦ ପାଠକ ନାଟ୍ୟକାର ମନୋରଞ୍ଜନ ଦାସ
  ପ୍ରଥମ ଓଡ଼ିଆ ସମାଲୋଚକ ଲାଲା ରାମନାରାୟଣ ରାୟ
  ପ୍ରଥମ ଓଡ଼ିଆ ପ୍ରାବନ୍ଧିକ କବିବର ରାଧାନାଥ ରାୟ
  ପ୍ରଥମ ଓଡ଼ିଆ ମଲ୍ଲଯୋଦ୍ଧା ପଦ୍ମଚରଣ ପଟ୍ଟନାୟକ
  ପ୍ରଥମ ଓଡ଼ିଆ ବୈୟାକରଣିକ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର
  ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ଅମ୍ପାୟାର ସୁବ୍ରତ ଦାସ
  ପ୍ରଥମ ଓଡ଼ିଆ ଆଧୁନିକ ରଙ୍ଗମଞ୍ଚ ପ୍ରତିଷ୍ଠାତା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
  ପ୍ରଥମ ଓଡ଼ିଆ ପଦ୍ମଭୂଷଣ ସମ୍ମାନିତ କାଳିନ୍ଦୀ ଚରଣ ପାଣିଗ୍ରାହୀ
  ପ୍ରଥମ ଓଡ଼ିଆ ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖର (ସଦ୍ଧାନ୍ତ ଦର୍ପଣ)
  ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ମୋହନ ସୁନ୍ଦର ସୁବୁଦ୍ଧି
  ପ୍ରଥମ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦେଶକ ପ୍ରଶାନ୍ତ ନନ୍ଦ