| ଶବ୍ଦର ପ୍ରକାର ଭେଦ | ||||||||||||||||||||||||||||||||||||||||||||||||||||||||||||||||||||
| ଆମଭାଷାରେ ଅନେକ ଯୁଗ୍ମଶବ୍ଦର ପ୍ରଚଳନ ଅଛି । ଯଥା:- ବାଟଘାଟରେ ଯା'ଆସ କରିବାବେଳେ ଦେଖୁଦେଖୁକା ଚାଲିବା ଉଚିତ । ଏହିବାକ୍ୟରେ ବଡ଼ ଅକ୍ଷରରେ ଲିଖତ ଶବ୍ଦ ଗୁଡ଼ିକ ହେଉଛନ୍ତି ଯୁଗ୍ମଶବ୍ଦ । ଏଥିରେ ତିନୋଟି ଯୁଗ୍ମଶବ୍ଦ ରହିଛି । ଯୁଗ୍ମଶବ୍ଦ ଗଠନ ପ୍ରଣାଳୀର ଭିନ୍ନତା ନିମ୍ନରେ ପ୍ରଦତ୍ତ ହେଲା । | ||||||||||||||||||||||||||||||||||||||||||||||||||||||||||||||||||||
| ଯୁଗ୍ମ ଶବ୍ଦ | ||||||||||||||||||||||||||||||||||||||||||||||||||||||||||||||||||||
୧) ବିପରୀତାର୍ଥବୋଧକ ଦୁଇଶବ୍ଦର
ସଂଯୋଗରେ ଗଠିତ ଯୁଗ୍ମଶବ୍ଦ ।
(୨) ସମାର୍ଥକ ଦୁଇ ପଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ
(୩) ଅର୍ଥଥିବା ଓ ଅର୍ଥନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ମଶବ୍ଦ
(୪) କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନ ଯୋଗେ ଗଠିତ ଯୁଗ୍ମଶବ୍ଦ
(୫) ଦ୍ବିରୁକ୍ତ ଶବ୍ଦ
|
||||||||||||||||||||||||||||||||||||||||||||||||||||||||||||||||||||
| ସମୋଚ୍ଚାରିତ ଶବ୍ଦ | ||||||||||||||||||||||||||||||||||||||||||||||||||||||||||||||||||||
🖝 କେତେକ ଶବ୍ଦ ଅଛି ଯାହାର ଉଚ୍ଚାରଣ ସମାନ
ଥିବାବେଳେ ଅର୍ଥରେ ପରିବର୍ତ୍ତନ ଘଟୁଛି । ଆମ ଭାଷାରେ
ସେହିଭଳି ଅନେକ ଶବ୍ଦ ଅଛି
|
||||||||||||||||||||||||||||||||||||||||||||||||||||||||||||||||||||
| ବିପରୀତାର୍ଥବୋଧକ ଶବ୍ଦ | ||||||||||||||||||||||||||||||||||||||||||||||||||||||||||||||||||||
🖝 ପ୍ରତ୍ୟେକ ଭାଷା ପରି ଆମ ଭାଷାରେ ମଧ୍ୟ
କେତେକ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ରହିଛି ।
ତହିଁରୁ ନିମ୍ନରେ କେତେକ ଶବ୍ଦ ପ୍ରଦତ୍ତ ହେଲା
|
||||||||||||||||||||||||||||||||||||||||||||||||||||||||||||||||||||
| ସନ୍ନନ୍ତ, ଯଙ୍ନ୍ତ, ଣିଜନ୍ତ | ||||||||||||||||||||||||||||||||||||||||||||||||||||||||||||||||||||
| 🖝 ସନ୍ନନ୍ତ, ଯନ୍ତ, ଣିଜନ୍ତ ଦ୍ଵାରା ମଧ୍ୟ ନୂତନ ଶବ୍ଦ ଗଠିତ ହୋଇଥାଏ । | ||||||||||||||||||||||||||||||||||||||||||||||||||||||||||||||||||||
'ଇଚ୍ଛା' ଅର୍ଥରେ ଧାତୁ ପରେ 'ସନ୍' ପ୍ରତ୍ୟୟ ହୁଏ ଏହି 'ସନ୍' ପ୍ରତ୍ୟୟନିଷ୍ପନ୍ନ ପଦକୁ 'ସନ୍ନନ୍ତ ପଦ' କହନ୍ତି ଧାତୁ ସହିତ 'ସନ୍' ପ୍ରତ୍ୟୟ ଯୋଗ କରାଯିବା ପରେ 'ଆ' ଏବଂ 'ଉ' ପ୍ରତ୍ୟୟ ଯୁକ୍ତ ହୋଇଥାଏ ।
🖝 ଆତିଶଯ୍ୟ ବୁଝାଇବା ପାଇଁ ଧାତୁରେ ' ଯଡ' ପ୍ରତ୍ୟୟ କରାଯାଏ । ଯଡ୍ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ 'ଯନ୍ତ ଧାତୁ' କୁହାଯାଏ । ଏଥିରେ 'ମାନ' ପ୍ରତ୍ୟୟ ଯୁକ୍ତ ହୋଇ ଶବ୍ଦ ଗଠିତ ହୁଏ । ମନେରଖିବାକୁ ହେବ ଯେ 'ଯନ୍ତ ଧାତୁ' ସାଧାରଣତଃ ବିଶେଷଣ ରୂପେ ବ୍ୟବହୃତ ହୁଏ ।
🖝 ପ୍ରୟୋଜକ ଧାତୁ ଗଢ଼ିବାପାଇଁ ସଂସ୍କୃତରେ ଧାତୁ ସହିତ 'ଶିଚ୍' ପ୍ରତ୍ୟୟ ଯୋଗକରାଯାଏ । ଧାତୁପରେ ଏହି 'ଣିଚ୍' ପ୍ରତ୍ୟୟ ଯୁକ୍ତ ହୋଇ ଗଢ଼ାଯାଉଥିବା ଧାତୁକୁ ଣିଜନ୍ତଧାତୁ କୁହାଯାଏ ।
🖝 ଅଧୂକନ୍ତୁ ବିଭକ୍ତି, ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ଣ'ତ୍ବ ବିଧୂ ଓ ଷ'ତ୍ଵ ବିଧ୍ଵ ଅନୁଯାୟୀ ମଧ୍ୟ ଶବ୍ଦ ଗଠନ କରାଯାଇଥାଏ ।
|
© 2026. All right reserved.